ଚିଲିକା : ( ଆମ ଓଡ଼ିଶା ଖବର )ଆଜି ବାଲୁଗାଁ ଏନଏସି ଠାରେ ଅଦକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ଙ୍କ ନିର୍ଦେଶଅନୁଯାଇ ଭାଇସ ଚେୟାରମ୍ୟାନ ଶ୍ରୀ ଭଗବାନ ପ୍ରଧାନ ଙ୍କ ପରିଚାଳନା ରେ ପାରମ୍ପରିକ ଅତିହ୍ୟ ଚିଲିକା ବୋଇତ ବନ୍ଦାଣ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ହେଇଥିଲା.. ଏହି ବୈଠକ ରେ ଚେୟାରମ୍ୟାନ ଙ୍କ ପ୍ରତିନିଧି ଶ୍ରୀ ସନ୍ତୋଷ ପାଇକରାୟ, ବିଜେଡି ସଭାପତି ଶ୍ରୀ ଜୟନ୍ତ ସ୍ୱାଇଁ, eo ଶ୍ରୀ ପ୍ରାଣନାଥ ସେଠ, ବଣିକ ସଙ୍ଘ ସଭାପତି ଶ୍ରୀ ରବି ନାରାୟଣ ନାୟକ, କାଳିଜାଇ ମୋଟର ବୋଟ ସଭାପତି ଶ୍ରୀ ଲଷ୍ମୀଧର ତରାଇ, ସମ୍ପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା,

ବାଲୁଗାଁ କଲେଜ ଅଦକ୍ଷା ଶ୍ରୀମତୀ ଜୟନ୍ତୀ ମାଡାମ, ଶ୍ରୀ କୈଳାଶ ଚନ୍ଦ୍ର ମହାରଣା, ଏମପି ପ୍ରତିନିଧି ଶ୍ରୀ ଅକ୍ଷୟ ରଣସିଂହ, ବିଜେଡି ଆଗ ଧାଡି ର ନେତା ଶ୍ରୀ ପ୍ରକାଶ ପ୍ରଧାନ, ଶ୍ରୀ ବୁଲା ଖାଁ, କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଶ୍ରୀ ଲଷ୍ମୀଧର ସେଠି, ଶ୍ରୀମତୀ ସୁଜାତା ପଣ୍ଡା, ଶ୍ରୀମତୀ ଅନିତା ସ୍ୱାଇଁ, ଶ୍ରୀମତୀ ମମତା ପଣ୍ଡା, ଡିଜିଟାଲ ସେକ୍ରେଟାରୀ ଶ୍ରୀ ଆରବ କୁମାର ଏବଂ ପୋଲିସ ପ୍ରଶାସନ, ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, CDA, ବନ୍ୟପ୍ରାଣୀ ବିଭାଗ, ମେଡିକାଲ ଅଧିକାରୀ ତତ ସହିତ ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ର ପ୍ରଶାସନିକ ବିଭାଗ, ଉପସ୍ଥିତ ରହି ଏହି ଉତ୍ସବ କିପରି ଭଲ ଭାବରେ ହେଇ ପାରିବ ଆଲୋଚନା କରିଥିଲେ l
More Stories
ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସାମ୍ବାଦିକ ସମ୍ମିଳନୀ କଲା ରାଜ୍ୟ ଓ ଜି.ଏଲ.ପି କ୍ଷତିଗ୍ରସ୍ତ ଜମାକାରୀ ସଂଘ ।
ସମାଜସେବୀ ମହମ୍ମଦ ଅକ୍ତର ଙ୍କ ପରଲୋକ l
ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମଶାଳା ଅନୁଷ୍ଠିତ ।ଆଧ୍ଯାତ୍ମିକ ପ୍ରେରଣା ପାଠଚକ୍ରରୁ ହିଁ ମିଳିଥାଏ l