ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ମଙ୍ଗଳବାର ସନ୍ଧ୍ୟାରେ ବାଣପୁର କୋଟ ପରିସରରେ 44ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି. ଏହି ଅବସରରେ ବାରର ସଭାପତି ବୃନ୍ଦାବନ ପ୍ରଧାନ ଙ୍କ ସଭାପତି ତ୍ଵାରେ ଏକ ସଭାର ଆୟୋଜନ କରାଯାଇଥିଲା. ଏଥିରେ ମୁଖ୍ୟ ଅତିଥିଭାବେ ସିନିଅର ସିଭିଲ ଜଜ ମନରଞ୍ଜନ ମିଶ୍ର, ଯେ ଏମ ଏଫ ସି ସ୍ନାତକୀ ଦାସ, ଚିଲିକା କୋଟର ଯେ ଏମ ଏଫ ସି ବିକାଶ ଗୋଏଲ, ବାରଅଶୋଷେସାନର ସମ୍ପାଦକ ସୁଧୀର ପ୍ରଧାନ, ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ.ଓ ଉପ ସଭାପତି ପଦ୍ମଜ ପଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ . ସଭା ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l
ବାଣପୁର କୋଟ ପରିସରରେ 44 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l