ଚିଲିକା :ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସାମନ୍ତରାୟ ପୁର ସହିଦ ନଗର ବାସିନ୍ଦା ବାପୁ ପଣ୍ଡା ଙ୍କ ଧର୍ମ ପତ୍ନୀ ଟିକିନି ପଣ୍ଡା ଗ୍ରାମରେ ଥିବା ମଙ୍ଗେଇ ପୋଖରୀ ରେ ଆଜି ଭୋର ଚାରିଟା ସମୟରେ ଗାଧୋଉ ଥିବା ସମୟରେ ତାଙ୍କର ଗୋଡ ଖସି ବୁଡ଼ିଯାଇଥିଲେ ସେଠାରେ ଅନ୍ୟ ଏକ ମହିଳା ତାଙ୍କୁ ଦେଖି ଗ୍ରାମରେ କିଛି ବ୍ୟକ୍ତିଙ୍କୁ ଡାକିଥିଲେ କିନ୍ତୁ ଗ୍ରାମର କିଛି ଲୋକ ଆସିବାର ବିଳମ୍ବ ହେବାରୁ ମହିଳା ଜଣକ ବୁଡ଼ିଯାଇଥିଲେ ବାଲୁଗାଁ ଦମକଳ ବାହିନୀ ଆସି ପୋଖରୀରୁ ବହୁ ଖୋଜା ଖୋଜି କରିବାପରେ ମହିଳା କୁ ପାଇ ବାଲୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ସେଠାରେ ଡାକ୍ତର ମହିଳାଙ୍କୁ ଜଣଙ୍କୁ ମୃତ ଘୋଷଣା କରିଛନ୍ତି



More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.