ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମାଣିକପୁର ରୋଡ଼ ରେ ଘଟିଯାଇଛି ଏକ ଦୁର୍ଘଟଣା ପ୍ରକାଶ ଥାଉ କି ବାଣପୁର କଲେଜ ପଟୁ ଏକ ମୋଟର ସାଇକେଲ ଯୋଗେ
ପ୍ରତାପ ଯାଉ ଥିବା ସମୟ ରେ ପ୍ରତାପ ପଟୁ ଆଉ ଗୋଟେ ମୋଟର ସାଇକଲ ଯୋଗେ ଦୁଇ ଯୁବକ ବାଣପୁର ଆସୁଥିଲା ସେହି ସମୟରେ ଦୁଇଟି ମଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା

ସେଥିରେ ପ୍ରତାବ ଗ୍ରାମର କାଁହୁ ସ୍ୱାଇଁ ବୟସ 27 ଜଣଙ୍କ ଘଟଣା ସ୍ଥଳରେ ମୃତୁ ହୋଇଥିବା ବେଳେ ସେହି ଗ୍ରାମର ଆଉ ଦୁଇ ଯୁବକ ଗୁରୁତ୍ୱର ହେବାରୁ ତାଙ୍କୁ ଭୁବନେଶ୍ୱର ସମ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.