ଚିଲିକା :ବାଣପୁର ଗମ୍ଭାରୀମୁଣ୍ଡା ସ୍ମାର୍ଟ ସ୍କୁଲର ସ୍ମାର୍ଟ ଚିତ୍ର,ସାରା ରାଜ୍ୟରେ ଏବେ ସ୍ମାର୍ଟ୍ ସ୍କୁଲ୍ ର ବାସ୍ତବ ଚିତ୍ର ନଜରକୁ ଆସିଥିବା ବେଳେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଗମ୍ଭାରିମୁଣ୍ଡା ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସାମ୍ନାକୁ ଆସିଛି। ସରକାର 5ଟି ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଦୁଇବର୍ଷ ହେବ ଫାଇଭ୍ ଟି ସ୍କୁଲରେ ରୁପାନ୍ତର କରିଥିଲେ l କିନ୍ତୁ ଆସରାଏ ବର୍ଷାରେ ବିଦ୍ୟାଳରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଯାହା ଫଳରେ ଏହି ମୁଖ୍ୟ ଗେଟ ରାସ୍ତା ଦେଇ ବିଦ୍ୟାଳୟକୁ ଗମ୍ଭାରୀମୁଣ୍ଡା ଆଖ ପାଖ ଅଞ୍ଚଳ ରୁ ପ୍ରାୟ ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଉକ୍ତ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯିବା ଆସିବା କରିଥାନ୍ତି,ଛାତ୍ର ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଉଥିବା ଓ ଅବିଭାବକ ମାନେ ସ୍କୁଲରେ ଅଭିଯୋଗ କରିଥିଲେ ମଧ୍ୟ ସ୍କୁଲ କତୃପକ୍ଷ ଶୁଣି ନଶୁଣିଲା ଭଳିଆ ରହୁଛନ୍ତି l



More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.