ବାଣପୁର: ( ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ୧୪ ଓ ୧୫ ନମ୍ବର ଜୋନ ର କର୍ମକର୍ତ୍ତା ଓ କର୍ମୀ ଙ୍କୁ ନେଇ ଏକ ପଶିକ୍ଷଣ ଶିବିର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ସହିଦ କୃତିବାସ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ପଶିକ୍ଷଣ ଶିବିର କୁ ଜିଲ୍ଲା ପର୍ଯ୍ୟପେଖ୍ୟକ୍ ରାଜା ଚକ୍ର ପରିଚାଳନା କରିଥିବା ବେଳେ ଦୃଢ଼ ମୂଳ ସ୍ତରରେ ଦଳକୁ ଆଗତ ଦିନରେ ମଜବୁତ୍ କରିବା

ଏକ ପ୍ରଶିକ୍ଷକ ଭାବେ ସଙ୍କ ଭବନରୁ ବିଜେଡି ମୁଖପାତ୍ର.ସୋଫିୟା ଆଲମ. ଲୋରା ମହାପାତ୍ର.ଯୋଗଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ପୁରୀ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ , ବାଣପୁର ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ମିଟୁ ନାୟକ, ଚିଲିକା ପୂର୍ବତନ ମନୋଜ କୁମାର ପ୍ରଧାନ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିୟାର ସିଂ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ବିଜେଡି ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ପରେ ଜୋନ ନମ୍ବର 14.4.5.6 ବାଣପୁର ଓ ବାଲୁଗାଁ ବିଜ୍ଞାପିତ ପରିଷଦର ବିଦେଡ଼ି ର କର୍ମକର୍ତା କୁ ନେଇ ଅନୁଷ୍ଠିତ ହେବ, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ନଭିନ ପଟନାୟକ ଙ୍କ ବାର୍ତା ଓ ଜନହିତକାରି ଯୋଜନା ଲୋକଙ୍କ ନିକଟତର ହେବ ତାହା ପ୍ରଚାର ପ୍ରସାରଣ ହେବ l


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।