ବାଣପୁର କୁମାରଙ୍ଗ ପଞ୍ଚୟତ ଏକଡାଳିଆ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l କୂଅରେ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି l ଏକଡାଳିଆ ଗ୍ରାମର ସ୍ବର୍ଗତ ମୋଚିରାମ ଦଳବେହେରାଙ୍କ ପତ୍ନୀ ବୟସ ସତlବନ ଇଛା ଦେଇ କୌଣସି କାରଣବଶତଃ ନିଜ ବାରିପଟକୁ ଯାଇଥିଲେ l ଅଚାନକ ଗୋଡ଼ ଖସିଯିବାରୁ କୂଅ ଭିତରେ ପଡିଗଲେ l ଘର ଲୋକ ବାଣପୁର ଅଗ୍ନିଶମ ବାହିନୀକୁ ସଙ୍ଗେ ସଂଗେ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବାହିନୀ ଆସି ପହଂଚି ଉଦ୍ଧାର କରିଥିଲେ କିନ୍ତୁ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା l
କୂଅରେ ପଡି ବୃଦ୍ଧା ମୃତ l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.