ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ମା ଆଙ୍କୁଲେଇସ୍ୱରୀଙ୍କ ପୀଠରେ ବିଶ୍ଵଶାନ୍ତି ଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଅଛି
ଶୁକ୍ରବାର ଅଙ୍କୁରାରୋପଣ, ଶନିବାର କଳସଯାତ୍ରା, କର୍ମରମ୍ଭ ସୂର୍ଯ୍ୟପୂଜା ଓ ଆହୁତି ପ୍ରଦାନ, ରବିବାର ସୂର୍ଯ୍ୟପୂଜା ଓ ଆହୁତି ପ୍ରଦାନ ସୋମବାର ଦିନ ପୂର୍ଣ୍ଣାହୁତି ହୋଇଥିଲା I ଉକ୍ତ ଯଜ୍ଞରେ ପଣ୍ଡିତ ବିକାଶ କୁମାର ଦାସ, ବିଷ୍ଣୁପ୍ରସାଦ ମିଶ୍ର, ସତ୍ୟନାରାୟଣ ସାମନ୍ତରାୟ, ଗୌରୀଶଙ୍କର ଦାସ, ପିଣ୍ଠୁନାରାୟଣ ଦାସ ଏବଂ ଗମ୍ଭାରୀମୁଣ୍ଡା ଗ୍ରାମବାସୀ ଙ୍କ ସହଯୋଗରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା I



More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l