ଚିଲିକା:- ଆଜି ତା:-19/06/2023 ରିଖ ଦିନ ରୋଟାରୀ କ୍ଲବ ଭୁବନେଶ୍ୱର ଫ୍ଲାମିଙ୍ଗଗୋ, ପ୍ରଜାପିତା ବ୍ରାହ୍ମକୁମାରୀ ବାଲୁଗାଁ ଓ ଟିମ 499 ଓଡିଶା ଙ୍କ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

ଏଥିରେ ଆଖପାଖ ଆଞ୍ଚଳ ରୁ ରକ୍ତଦାନ କରିବା ପାଇଁ ପ୍ରାୟ ଶହେ ରୁ ଉର୍ଦ୍ଧ ରକ୍ତଦାତା ଯୋଗ ଦେଇ ରକ୍ତ ଦାନ କରିଥିଲେ ଏହି ଜର୍ଯ୍ୟକ୍ରମ ରେ ପ୍ରଜାପିତା ବ୍ରାହ୍ମକୁମାରୀ ବାଲୁଗାଁ ତରଫରୁ ରୋଟାରି କ୍ଲବ ଫ୍ଲାମିଙ୍ଗଗୋ ର ସଦସ୍ୟ ସେକ କୌଶର.ଖୋର୍ଦ୍ଧାଜିଲ୍ଲା ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା. ସମାଜସେବି ଅନନ୍ତ ଚରଣ ଖଟେଇ. ଟିମ 499 ର ଜିଲ୍ଲା ସଭାପତି ରାକେଶ ସାହୁ ଙ୍କୁ ସଭାରେ ସନ୍ନମାନିତ କରିଥିଲେ


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.