ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :02/10.ବୌଦ୍ଧ ବନଖଣ୍ଡ ପୁରୁଣାକଟକ ରେଞ୍ଜ ଆନୁକୂଲ୍ୟରେ ଭାରତ ସରକାରଙ୍କ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ ଙ୍କ ଉପସ୍ଥିତ ଅନୁଷ୍ଠିତ ହୋଇଯାଇଛି! “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ମାଧ୍ୟମରେ “ଶ୍ରମଦାନ” କରି ପୁରୁଣାକଟକ ରେଞ୍ଜ କାର୍ଯ୍ୟାଳୟ ପରିସର ଓ ଚାରିଛକ ଫରେଷ୍ଟ ବଙ୍ଗଳା ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା!ଉକ୍ତ “ସ୍ୱଚ୍ଛତା ଶ୍ରମଦାନରେ ଫରେଷ୍ଟର ଗୋବର୍ଦ୍ଧନ ମେହେର, ଫରେଷ୍ଟଗାର୍ଡ ବୀଣାପାଣି ଖଟୁଆ, ପ୍ରଦୁମ୍ନ ପ୍ରଧାନ,ସଞ୍ଜନା ମାଝୀ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ!


More Stories
ଜନତା ନୋଡାଲ ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ l
ସିଂହ ସାରଳା ପୀଠରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପ୍ରାଥମିକ ଶିକ୍ଷକ ସଂଘ ପୂର୍ବତନ ସଭାପତି ଓ ପୂର୍ବତନ ମହାସଚିବଙ୍କ ବିୟୋଗରେ ଶୋକସଭା l