ବୌଦ୍ଧ(ଚିତ୍ତ ରଞ୍ଜନ ସିଂ)
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଠାରେ କବି ଗଙ୍ଗାଧର ମେହେର ଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଭୁବନେଶ୍ୱର ଠାରେ ରାଜ୍ୟସଭା ସାଂସଦ ମୁନା ଖାଁନ ଙ୍କୁ ସାକ୍ଷାତ କରି ଏକ ଦାବୀ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଏହି ଦାବୀ ପତ୍ର ରେ ଶ୍ରୀ ମେହେର ୧୦ ଲକ୍ଷ ଅଟକଳ ମୂଲ୍ୟ ରେ କବି ଗଙ୍ଗାଧର ମେହେର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଏକ ପ୍ରସ୍ତାବ ଦେଇଥିଲେ. ପ୍ରସ୍ତାବ କୁ ଗ୍ରହଣ କରି ସାଂସଦ ପାଣ୍ଠିରୁ ଶ୍ରୀ ମୁନା ଖାଁନ ୧୦ ଲକ୍ଷ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି। ଫଳରେ ମନମୁଣ୍ଡା ଠାରେ ପ୍ରତିମୂର୍ତ୍ତି ସ୍ଥାପନ ହେଲେ ଅଂଚଳ ବାସୀ ଆନନ୍ଦ ପ୍ରକାଶ କରିଛନ୍ତି ଏବଂ ଅଂଚଳ ବାସୀ ସାଂସଦ ଶ୍ରୀ ମୁନା ଖାଁନ ଓ ବୟାନିକା ସଭାପତି ଶ୍ରୀ ମେହେର ଙ୍କୁ ଅଂଚଳ ବାସୀ ଧନ୍ୟବାଦ ଦେଉଛନ୍ତି।


More Stories
హైదరాబాద్ మహిళా ఐపీఎస్ బడుగుల సుమతి, యావత్ దేశ పోలీసులకు ఒక గొప్ప మంత్రాన్ని అందించారు.
ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍: ମାଷ୍ଟରମାଇଣ୍ଡ ପୁଣେର ଜୀବବିଜ୍ଞାନ ଅଧ୍ୟାପିକା ମନୀଷା ମନ୍ଧାରେ ଗିରଫ।
ସିବିଆଇ ପଞ୍ଝାରେ ନିଟ ପ୍ରଶ୍ନପତ୍ର ଲିକ୍ର କିଙ୍ଗପିନ ପ୍ରଫେସର କୁଲକର୍ଣ୍ଣି