ରିପୋର୍ଟ :ବଳମନ୍ତ ନାୟକ
ଭୁବନେଶ୍ୱର :ଅଦ୍ୟ ତାରିଖ 18:06:2023 ରିଖ ଭାରତୀୟ ବେରୋଜଗାର ମୋର୍ଚ୍ଚା ଦ୍ୱାରା ମାଷ୍ଟ୍ରର କ୍ୟାଣ୍ଟିନ ଠାରୁ ଏକ ବିଶାଳ ରାଲି ବାହାରି ଲୋୟର ପି. ଏମ. ଜି ଭୁବନେଶ୍ୱର ଧାରଣା ସ୍ଥାନ ରେ ପହଂଚି ଥିଲେ !ଓଡିଶା ପ୍ରତେକ କଣ ଅନୁକୋଣ ରୁ ବେରୋଜଗାର ଯୁବକ ଯୁବତୀ ମାନେ ସେମାନଙ୍କର ହକ ଅଧିକାର ପାଇଁ ତେର ଟି ଦାବୀ ସରକାର ଅବଗତ ପାଇଁ ଚେତାବନୀ ଦେଇଥିଲେ ! ବେରୋଜଗାର ଭତ୍ତା,ଘରେଇ କରଣ ବନ୍ଦ ହେଉ ! ମୋର୍ଚ୍ଚା ର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ!
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l