ରିପୋର୍ଟ :ଫିଲିପ କୁମାର ଦିଗାଲ
ଆଜି ଘୁ ଉଦୟଗିରି ଠାରେ 5T ସଚିବ କୁ ଖ୍ରୀଷ୍ଟିଆନ କମିନିଟି ପକ୍ଷରୁ ଭୀବିନ୍ନ ପ୍ରକାର ଦାବି ଜଣାଇ ଛନ୍ତି କନ୍ଧମାଳ ଗସ୍ତ ସମୟରେ ଅଳ୍ପସଂଖ୍ୟକ ମାନଙ୍କ ତରଫରୁ ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଗୋଟିଏ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଦଳିତ ପରିବାର DR ଦିଲୀପ କୁମାର ଭଳ ସହ l କ୍ୟାଥଲିକ ମଣ୍ଡଳୀ ର ପାଳକ ମୁସଲମାନ ସମ୍ପ୍ରଦାୟର ନେତୃ ବୃନ୍ଦ ଓ କିଛି ଅଳ୍ପସଂଖ୍ୟକ ନେତୃ ବୃନ୍ଦ ଉପସ୍ଥିତ ଥିଲେ l ଏହି ସମୟରେ ଅଳ୍ପସଂଖ୍ୟକ ନେତୃ ବୃନ୍ଦ ତ୍କୌଣସି ପ୍ରକାର ଆଲୋଚନା ବା କିଛି କହିବା ନିମନ୍ତେ କୌଣସି ପ୍ରକାର ବ୍ୟବସ୍ତା ନ ଥିଲା l ଆଶା ଓ ବିଶ୍ବାସ 5T ସଚିବ ଆମ ଅତ୍ୟାବଶ୍ୟକୀୟ ଦିର୍ଘ ଦିନ ର ଦାବି ସବୁ ମୁଖ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା କରି ଅଳ୍ପସଂଖ୍ୟକ ମାନଙ୍କ ସପକ୍ଷରେ ଓ ଲାଭ ନିମନ୍ତେ ଚିନ୍ତା ଓ ପୂରଣ କରିବେ


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |