ରିପୋର୍ଟ :ବଳମନ୍ତ ନାୟକ
ଭୁବନେଶ୍ୱର :ଅଦ୍ୟ ତାରିଖ 18:06:2023 ରିଖ ଭାରତୀୟ ବେରୋଜଗାର ମୋର୍ଚ୍ଚା ଦ୍ୱାରା ମାଷ୍ଟ୍ରର କ୍ୟାଣ୍ଟିନ ଠାରୁ ଏକ ବିଶାଳ ରାଲି ବାହାରି ଲୋୟର ପି. ଏମ. ଜି ଭୁବନେଶ୍ୱର ଧାରଣା ସ୍ଥାନ ରେ ପହଂଚି ଥିଲେ !ଓଡିଶା ପ୍ରତେକ କଣ ଅନୁକୋଣ ରୁ ବେରୋଜଗାର ଯୁବକ ଯୁବତୀ ମାନେ ସେମାନଙ୍କର ହକ ଅଧିକାର ପାଇଁ ତେର ଟି ଦାବୀ ସରକାର ଅବଗତ ପାଇଁ ଚେତାବନୀ ଦେଇଥିଲେ ! ବେରୋଜଗାର ଭତ୍ତା,ଘରେଇ କରଣ ବନ୍ଦ ହେଉ ! ମୋର୍ଚ୍ଚା ର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ!


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l