ଚିଲିକା :ଭୁବନେଶ୍ୱର ବ୍ରହ୍ମପୁର 16ନମ୍ବର ଜାତୀୟ ରାଜପଥର ସୁନାଖଳା କଉଡ଼ିଖଣି ଛକ ରାସ୍ତା କେବେ ହେବ ଅଣ୍ଡର ବାଇପାସ ହେଉ ବା ଓଭର ବ୍ରିଜ ? ଯେଉଁଥି ପାଇଁ ବାରମ୍ବାର ଘଟିଚାଲିଛି ଦୁର୍ଘଟଣା ପରେ ଦୁର୍ଘଟଣା, ଏଠାରେ ଯମ ଜଗିବସୁଛି ଲୋକଙ୍କ ଜୀବନ ନେବାପାଇଁ,ଏଠାକାର ପାଞ୍ଚଟି ପଞ୍ଚାୟତ ଲୋକ ଏହି ସ୍ଥାନ ଦେଇ ଯିବା ଆସିବା ପାଇଁ ଭୟ କରନ୍ତି ଲୋକେ l ଇଏ ହେଉଛି ଖୋର୍ଦ୍ଧା ଜିଲ୍ଲା ସୁନାଖଳା ନୂତନ ପୋଲିସ ଥାନା ନିକଟସ୍ଥ କଉଡ଼ିଖଣି ଛକ ପାଲଟିଛି ମରଣ ଜନ୍ତା,ଏଠାରେ ପ୍ରତେକ ଦିନ ଛୋଟ ହେଉ କିମ୍ବା ବଡ,ଦୁର୍ଘଟଣା ଘଟିବାର ଜାଗାଟି ବର୍ତମାନ ଦୁଇ ଦୁଇଟି ପୃଥକ ଭାବରେ ଗୋଟିଏ ସର୍କଲ ପାଖରେ ଦୁର୍ଘଟଣା ଘଟି ଗୋଟିଏ କଣ୍ଟେନର ପାଲଟିଥିବା ନଜରକୁ ଆସିଥବା ବେଳେ ଅନ୍ୟ ଟ୍ରକ ଟି ମାତ୍ର କିଛି ଦୂରରେ ରେ ବାଡେଇବା ଫଳରେଡ୍ରାଇଭର ଓ ହେଲ୍ପର ଆହତ ହୋଇଥିବା ସୂଚନା ମିଲିଛି l
ମୃତ୍ୟୁ କୁ ଆଖିଠାରି ଡାକୁଛି ସୁନାଖଳା କଉଡ଼ି ଖଣି ଛକ l


More Stories
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.
ଆଇଆଇଟି ଭୁବନେଶ୍ୱରରେ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟୀକରଣ ଏବଂ ଷ୍ଟାର୍ଟ-ଅପ ବିକାଶ ଉପରେ ଅଧିବେଶନ l