ପୁରୀ :ପୁରୀ ଟାଉନ ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବେ ଯୋଗଦେଲେ ବାଣପୁର ମାଟିର ଗୌରବ ସନ୍ତାନ ଯୁବ ପୋଲିସ ଅଧିକାରୀ ସୁନୀଲ କୁମାର ପ୍ରଧାନ । ଏହି ଅବସରରେ ବାଣପୁର ମାଟିର ସନ୍ତାନ ହିସାବରେ ସୁନିଲ ଙ୍କୁ ବାଣପୁର ବାସୀଙ୍କ ପକ୍ଷରୁ ଶୁଭେଛା ମିଳିଛି। ଶ୍ରୀ ପ୍ରଧାନ ଦୀର୍ଘ ଏଗାର ମାସ ଗୋପ ଥାନା ରେ ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ନିକଟରେ ପୁରୀ ଏସପି ତାଙ୍କୁ ପୁରୀ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ ବଦଳି କରିଛନ୍ତି। ମଙ୍ଗଳବାର ଦିନ ଶ୍ରୀ ପ୍ରଧାନ ପୁରୀ ଟାଉନ ଥାନାର ନୃତନ ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀ ସ୍ୱାଗତ ଜଣାଇଥିଲେ । ସୁନିଲ କୁମାର ପ୍ରଧାନ ବାଣପୁର ମାଟି ପାଇଁ ଗର୍ବ ଗୌରବ ବୋଲି କହିବା ସହିତ ବାଣପୁର ବାସୀଙ୍କ ପକ୍ଷରୁ ତାଙ୍କୁ ଶୁଭେଛା ର ବାର୍ତ୍ତା ମିଳିଛି l
ପୁରୀ ଟାଉନ ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବେ ଯୋଗଦେଲେ ବାଣପୁର ମାଟିର ପୁଅ ସୁନୀଲ କୁମାର ପ୍ରଧାନ l


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.