ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ତୁମୁଡ଼ିବନ୍ଧ ପଞ୍ଚାୟତ ମଧ୍ୟ ଭାଗରେ ଏକ ଡ୍ରେନ ବନ୍ଦ ଥିବାରୁ ରାସ୍ତା ଉପରକୁ ପାଣି ଆସି ଶିଉଳି ହେଉଥିବାରୁ ଅନେକ ଲୋକ ମାନେ ପଡ଼ି ଯାଉଥିଲେ , ସେହି ପାଣି PWD ରାସ୍ତା କୁ ଯାଉ ଥିଲା ଏହି ମଇଳା ପାଣି ଙ୍କୁ ଡ୍ରେନ କରି ନାଳ କୁ ଯିବା ପାଇଁ ଅନେକ ଥର କହି ଥିଲେ ମଧ୍ୟ ଶୁଣି ନଥିବା କହି ଛନ୍ତି ୱାର୍ଡ ମେମ୍ବର । ମୁଖ୍ୟତଃ ଏହି ରାସ୍ତା ଦେଇ ଦୈନିକ ତିନି ରୁ ଚାରି ହଜାର ଲୋକେ ଯିବା ଆସିବା ସହିତ ଏଠାକାର ଲୋକେ ତୁମୁଡ଼ିବନ୍ଧ ସହିତ ଯୋଡ଼ିତ। ଏ ନେଇ ଏହି ରାସ୍ତାରେ ବହୁ ଦୁର୍ଘଟଣା ମଧ୍ଯ ଘଟୁଛି। ଫଳରେ ଲୋକ ରାସ୍ତାରେ ଯିବା ପାଇଁ ଲୋକେ ନିରାପଦ ମଣୁ ନାହାଁନ୍ତି। ଏ ନେଇ ୱାର୍ଡ ମେମ୍ବର ବିଡ଼ିଓ, ବ୍ଲକ ଅଧକ୍ଷ ଙ୍କୁ ଜଣା ଇଲା ପରେ ବି କୌଣସି ପ୍ରତିକାର ହୋଇନାହିଁ। ଯାହାକୁ ନେଇ ଆଜି ତୁମୁଡ଼ିବନ୍ଧ ପଞ୍ଚାୟତ ସମ୍ମୁଖରେ ଆଜି ଦିନ ଦଶ ଘଟିକା ସମୟ ରେ ପଞ୍ଚାୟତ କାର୍ଯ୍ୟଳୟ ସମୁଖରେ ଧାରଣା ରେ ସୁଇ ରହିଥିଲେ l ତୁମୁଡ଼ିବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ସ୍ୱାମୀ ଘଟଣା ସ୍ଥଳରେ ପହଞ୍ଚି JCB ମାଧ୍ୟ ରେ ଡ୍ରେନ କୁଳା ହେଲା ପରେ ୱାର୍ଡ ମେମ୍ବର ଧାରଣା ରୁ ଉଠିଥିଲେ l


More Stories
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।
The auditor of the Director of Education’s office was arrested by vigilance