ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ତୁମୁଡ଼ିବନ୍ଧ ପଞ୍ଚାୟତ ମଧ୍ୟ ଭାଗରେ ଏକ ଡ୍ରେନ ବନ୍ଦ ଥିବାରୁ ରାସ୍ତା ଉପରକୁ ପାଣି ଆସି ଶିଉଳି ହେଉଥିବାରୁ ଅନେକ ଲୋକ ମାନେ ପଡ଼ି ଯାଉଥିଲେ , ସେହି ପାଣି PWD ରାସ୍ତା କୁ ଯାଉ ଥିଲା ଏହି ମଇଳା ପାଣି ଙ୍କୁ ଡ୍ରେନ କରି ନାଳ କୁ ଯିବା ପାଇଁ ଅନେକ ଥର କହି ଥିଲେ ମଧ୍ୟ ଶୁଣି ନଥିବା କହି ଛନ୍ତି ୱାର୍ଡ ମେମ୍ବର । ମୁଖ୍ୟତଃ ଏହି ରାସ୍ତା ଦେଇ ଦୈନିକ ତିନି ରୁ ଚାରି ହଜାର ଲୋକେ ଯିବା ଆସିବା ସହିତ ଏଠାକାର ଲୋକେ ତୁମୁଡ଼ିବନ୍ଧ ସହିତ ଯୋଡ଼ିତ। ଏ ନେଇ ଏହି ରାସ୍ତାରେ ବହୁ ଦୁର୍ଘଟଣା ମଧ୍ଯ ଘଟୁଛି। ଫଳରେ ଲୋକ ରାସ୍ତାରେ ଯିବା ପାଇଁ ଲୋକେ ନିରାପଦ ମଣୁ ନାହାଁନ୍ତି। ଏ ନେଇ ୱାର୍ଡ ମେମ୍ବର ବିଡ଼ିଓ, ବ୍ଲକ ଅଧକ୍ଷ ଙ୍କୁ ଜଣା ଇଲା ପରେ ବି କୌଣସି ପ୍ରତିକାର ହୋଇନାହିଁ। ଯାହାକୁ ନେଇ ଆଜି ତୁମୁଡ଼ିବନ୍ଧ ପଞ୍ଚାୟତ ସମ୍ମୁଖରେ ଆଜି ଦିନ ଦଶ ଘଟିକା ସମୟ ରେ ପଞ୍ଚାୟତ କାର୍ଯ୍ୟଳୟ ସମୁଖରେ ଧାରଣା ରେ ସୁଇ ରହିଥିଲେ l ତୁମୁଡ଼ିବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ସ୍ୱାମୀ ଘଟଣା ସ୍ଥଳରେ ପହଞ୍ଚି JCB ମାଧ୍ୟ ରେ ଡ୍ରେନ କୁଳା ହେଲା ପରେ ୱାର୍ଡ ମେମ୍ବର ଧାରଣା ରୁ ଉଠିଥିଲେ l
More Stories
ଧର୍ମପରାୟଣ ମହିଳାଙ୍କ ପରଲୋକ
ପୋଲସରା ବିଜ୍ଞାନ ମହାିଦ୍ୟାଳୟ ଠାରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ-୨୦୨୫ l
SRI PRAVAT KUMAR PRADHAN, ASI OF POLICE, CHANDANPUR PS, DIST-PURI NABBED BY ODISHA VIGILANCE WHILE TAKING BRIBE RS 15,000/- FROM A COMPLAINANT TO HELP HIM IN A LAND DISPUTE CASE.