କନ୍ଧମାଳ :ଫିଲିପ କୁମାର ଦିଗାଲ
ସରକାର ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିଦେଇ ସମସ୍ତ ସରକାରୀ ସ୍କୁଲକୁ 5T ମାଧ୍ୟମରେ ରୂପାନ୍ତିକରଣ କରି ଉନ୍ନତି ବୈଷୟିକ ଶିକ୍ଷା ବ୍ୟବସ୍ଥା କରିବା ସହିତ ଅନ୍ୟ ସମସ୍ତ ବିଷୟକୁ ମଧ୍ୟ ଦୃଷ୍ଟି ଦେଇଥିବା ଦେଖିବାକୁ ମିଳିଛି.ହେଲେ କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ ବଣ୍ଡାପିପିଲି ଉଚ୍ଚ ବିଦ୍ୟାଳୟରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି ।5T ଯୋଜନାର ନିର୍ଦେଶ ପ୍ରକାରେ ଯଦିଓ ସ୍କୁଲ ନିର୍ମାଣ କାର୍ଯ୍ୟ ଶେଷ ହେଇଛି ହେଲେ ସେହି ସ୍କୁଲର ରୋଷେଇ ଘର ଯାହାକି ବର୍ତ୍ତମାନ ବ୍ୟବହାର ଉପଯୋଗୀ ନାହିଁ ।

ସ୍କୁଲ କାର୍ଯ୍ୟ ତିନି ମାସ ନ ପୁରୁଣୁ ଛାତ ଫାଟିବା ଟାଇଲ ଫାଟିବା ଏଭଳି ଦୃଶ୍ୟ ନଜରକୁ ଆସିଛି । ଅନ୍ୟ ପକ୍ଷରେ ଯଦି ଦେଖିବା ଅଞ୍ଚଳ ଲୋକଙ୍କ ଅଭିଯୋଗ ଯେ ସ୍କୁଲ ନିର୍ମାଣ ଅତି ନିମ୍ନ ମାନର ହେଇଥିବାରୁ ଲଗାଣ ବର୍ଷାରେ ସ୍କୁଲ ରେ ଛାତରୁ ପାଣି ଲିକ କରୁଛି । ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ମଧ୍ୟ ସ୍କୁଲ ରୂପାନ୍ତିକରଣ କାର୍ଯ୍ୟର ତଦାରଖ ରେ ହେଳା କରିଥିବାରୁ ଆଜି ଏଭଳି ପରିସ୍ଥିତି ଉପୁଜିଛି ବୋଲି କହିଛନ୍ତି ବଣ୍ଡାପିପିଲି ଗ୍ରାମବାସୀ ।


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।