ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝର ଜିଲ୍ଲା ବାଉଁଶପାଳ ବ୍ଲକ 49 ନମ୍ବର ଜାତୀୟ ରାଜପଥ ମା ତାରିଣୀ ଛକ ଶୁଆକାଠି ନିକଟରେ ଆଜିଦିନ 11 ଟା ବେଳେ ସିରିଏଲ ଦୁର୍ଘଟଣା ଘଟିଯାଇଛି l ଯାହା ଫଳରେ ସେହି ସ୍ଥାନରେ ତ୍ରିନାଥ ମହାନ୍ତ ଙ୍କ ମୃତ୍ୟୁ ହୋଇ ଥିବା ବେଳେ ଅନେକ ବସଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନସ୍ତରୀତ କରାଯାଇଛି ସୂଚନା ଅନୁଯାଇ କେନ୍ଦୁଝର ଆଡୁ ଅମ୍ବା ନାମକ ଏକ ଘରୋଇ ବସ ତେଲକୋଇ ଅଭିମୁଖେ ଯାଉଥିବା ବେଳେ ଶୁଆକାଠି ଛକ ନିକଟରେ ଛିଡା ହେବାକୁ ଯାଉଥିବା ସମୟରେ ଏକ 14 ଚକିଆ ଲୁହାପଥର ବୋଝେଇ ଟ୍ରକ ବସର ପଛପଟୁ ଧକ୍କା ଦେଇଥିଲା ଫଳରେ ସିରିଏଲ ଦୃଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା l



More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।