(କପିଳେଶ୍ଵର ସିଂହଙ୍କ ରିପୋର୍ଟ)
ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ନିରାକାରପୁର ଥାନା ଅନ୍ତର୍ଗତ ଭଗବତୀପଡା ଗ୍ରାମରେ ଚଢ଼ାଉ ୪୦ଗ୍ରାମ ବ୍ରାଉନସୁଗାର ଜବତ ଜଣେ ମହିଳା ଗିରଫ।ଗିରଫ ମହିଳା ଜଣଙ୍କ ଭଗବତୀପଡା ଗ୍ରାମର ରେଣୁ ଉଦୟସିଂହ।ରେଣୁ ନିକଟରୁ ୪୦ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ ପୋଲିସ।ଜବତ ବ୍ରାଉନସୁଗାର ମୂଲ୍ୟ ୪୦ହଜାର ଟଙ୍କା ହେବ।
More Stories
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.
ODISHA POLICE DISTRICT HEADQUARTERS, KHORDHA.