ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସୁଡ୍ରା ପଞ୍ଚାୟତ କାମ୍ବାରୀକିଆ ଯିବା ରାସ୍ତା ରେ ମାଓ ପୋଷ୍ଟର ପୁଣି ଥରେ ଲାଗିଛି ମାଓ ପୋଷ୍ଟ କେକେ ବିଏ ନ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି l ପୋଲିସର ଦମନ ଓ ମିଥ୍ୟା ଏନ କାଉଣ୍ଡ ର ବିରୋଧରେ କନ୍ଧମାଳ ଜିଲ୍ଲା କଳାହାଣ୍ଡି ବୌଦ୍ଧ ଓ ନୟାଗଡ଼ ଜିଲ୍ଲାକୁ 12ଘଣ୍ଟା ବନ୍ଦ ଡାକରା ନେଇ ମାଓବାଦୀ ଙ୍କ ଏହିଭଳି ପୋଷ୍ଟର ଉଲେଖ ରହିଅଛି ଏହି ପୋଷ୍ଟର ଦେଖିବା ପରେ ସ୍ଥାନିୟ ଲୋକ ଭୟ ଭିତହୋଇ ଯାଇଥିବା ଜଣା ପଡ଼ିଛି l


More Stories
ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟ।
ଜଙ୍ଗଲ ମଧ୍ୟରୁ ଧରାପଡିଲେ ୬ ଡକାୟତ ।
ଖଣି ଖାଲରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର l