(କପିଳେଶ୍ଵର ସିଂହଙ୍କ ରିପୋର୍ଟ)
ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ନିରାକାରପୁର ଥାନା ଅନ୍ତର୍ଗତ ଭଗବତୀପଡା ଗ୍ରାମରେ ଚଢ଼ାଉ ୪୦ଗ୍ରାମ ବ୍ରାଉନସୁଗାର ଜବତ ଜଣେ ମହିଳା ଗିରଫ।ଗିରଫ ମହିଳା ଜଣଙ୍କ ଭଗବତୀପଡା ଗ୍ରାମର ରେଣୁ ଉଦୟସିଂହ।ରେଣୁ ନିକଟରୁ ୪୦ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ ପୋଲିସ।ଜବତ ବ୍ରାଉନସୁଗାର ମୂଲ୍ୟ ୪୦ହଜାର ଟଙ୍କା ହେବ।
More Stories
କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଠାବ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ।
ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ ଗିରଫ ।
ବନ୍ଧୁକ ଦେଖାଇ ମହିଳାଙ୍କ ସୁନାଚେନ୍ ଲୁଟ୍ l