ରିପୋର୍ଟ -କୋରାପୁଟ ହେଡ଼ ଇନ୍ଦ୍ର ପାଙ୍ଗି
କୋରାପୁଟ: ( ଆମ ଓଡ଼ିଶା ଖବର )ଏ ସରକାର ମୋ ପୁଅକୁ ଭଲ କରିଦିଅ ଆମେ ଗୋରିବ ଲୋକ ବୋଡ଼ ବୋଡ଼ ମେଡିକାଲ ନେଇ ଚିକିତ୍ସା ନିମନ୍ତେ କୋଉଠୁ ଏତେ ଟଙ୍କା ଆଣିବୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନେଲା ପରେ ରଗ ଜାଣିନପାରୀ ଡାକ୍ତର ଘରକୁ ପଠେଇଦେଲେ କିନ୍ତୁ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଆସ୍ତେ ଆସ୍ତେ ବଡିବାକୁ ଲାଗିଛି, ମୁ ଜଣେ ଗରିବ ଖଟକିଆ ଲୋକ କୁଳିକଲେ ଘରେ ଚୁଲିଜଳେ, ଆପଣ ଯୋଦି ସାହାର୍ଯ୍ୟ କରିବେ ତେବେ ମୋ ପୁଅ ନୂଆ ଜୀବନ ପାହିବ ସାହାର୍ଯ୍ୟ କର ସରକାର ସାହାର୍ଯ୍ୟ କର, ଏ କଥା ଆମେ କହୁନୁ ଆଜ୍ଞା , ଏ କଥା ଜଣେ ଗରିବ ମା’ର ଆଖିର ଲୁହ କହୁଛି, ହଁ ଆଜ୍ଞା ଆମେ କହୁଚୁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଶମନ୍ତପୁର ଗ୍ରାମପଞ୍ଚାୟତ ଚି଼ଙ୍ଗିଡାଗୁଡା ଗ୍ରାମର ମାଧବ ଖିଲଙ୍କ ପୁଅ ରହିତ ର କଥା ! 4ବର୍ଷର ପୁଅ ରହିତର ଛଟପଟ ଅବସ୍ଥା ଦେଖି ରହିତର ମା’ର ଆଖିରେ ଲୁହ ସରୁନି ହେଲେ ବିଚାରା ପରିବାର କରିବେ ବା କଣ ଯାହା ସବୁ ଟଙ୍କା ଥିଲା ମେଡିକାଲରୁ ଆସିଲା ପରେ ଗୁଣିଗାରେଡି କରି ସବୁ ସରିଗଲା ଏବେ କେବଳ ସରକାରଙ୍କ ଉପରେ ଭରସା କରିଛନ୍ତି ପରିବାର !

ରହିତର ପରିବାର କହିବାନୁଯାଇ ରହିତ ଜନ୍ମରୁ ଏମିତି,ଆଜିପଯ୍ୟନ୍ତ କେବେ ବସି ପାରୁନି କି କଥା କହି ପାରୁନି ଖାଲି ଶୋଇରହୁଛି ଆଉ ଚଲାବୁଲା କଥା ନ କହିବା ଭଲ ! ମାର କୋଳରେ ବସି ଭାତ ୨ମୁଠା ଖାଉଛି ବୋଲି ବଞ୍ଚିଛି !ହାତ ଗଡ଼, ବେକ, ମୁଣ୍ଡ କିଛି କାମ କରୁନି ବୋଲି ପରିବାର କହିଛନ୍ତି ! ଏ ପରି ଅବସ୍ଥାରେ ପୁଅକୁ ଦେଖି ପରିବାର ଲୋକ ଅଙ୍ଗନବାଡି ଦିଦିଙ୍କୁ ଏବିଷୟରେ ଅବଗତ କରିଥିଲେ ପରେ ଅଙ୍ଗନବାଡି ଦିଦି ତାଙ୍କୁ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇଥିଲେ ଓ ସେଠାରୁ କୋରାପୁଟ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ଡାକ୍ତର କିନ୍ତୁ କୋରାପୁଟ ହସ୍ପିଟାଲରେ ବି ରହିତର ରୋଗ ଚିନ୍ନି ପାରିନଥିଲେ ଡାକ୍ତର ପରେ ବାଧ୍ୟ ହୋଇ ପରିବାର ଲୋକ ଘରକୁ ନେଇ ଆସିଥିଲେ ! ରହିତଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର ବି ରହିଛି କିନ୍ତୁ ଆଜିକୁ 4ବର୍ଷ ହେବ କୌଣସି ସୟାୟତା କରୁନି ପ୍ରଶାସନ ! ଶିଶୁ ପୁତ୍ର ମାନଙ୍କର ସ୍ୱାସ୍ଥ୍ୟ ଉପରେ ସୁଧାର ଆଣିବାକୁ ସରକାର RBSKY ମାଧ୍ୟମରେ ବିଭିନ୍ନ ପ୍ରକାର ମାଗଣା ଚିକିତ୍ସାର ବ୍ୟବସ୍ଥା କରିଛନ୍ତି କିନ୍ତୁ ସ୍ଥାନୀୟ ପ୍ରଶାସନର ମନମୁଖୀ କାର୍ଯ୍ୟ ଯୋଗୁ 4ବର୍ଷର ପୁଅ ରହିତ ଜୀବନ ସତ ସଂଘର୍ଷ କରୀ ବଞ୍ଚୁଥିବା ଦେଖିବାକୁ ମିଳିଛି ! ଯଦି କୋଉ ସ୍ୱହୃଦୟ ବ୍ୟକ୍ତି ଏହି ଗୋରିବ ଭିନକ୍ଷମ ରହିତଙ୍କୁ ସାହାର୍ଯ୍ୟ କରିବାକୁ ଚାହାଁନ୍ତି ତେବେ ଏହି ଏକାଉଣ୍ଟ ନମ୍ବର ମାଧ୍ୟମରେ ସାହାର୍ଯ୍ୟ କରି ପାରିବେ !ରହିତର ବାପା -ମଧୁ ଖିଲ
ଆକାଉଣ୍ଟ ନମ୍ବର -84046207350…


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.