ବୌଦ୍ଧ,, ( ଚିତ୍ତରଞ୍ଜନ ସିଂହ )
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର ଠାରେ ଜାତୀୟ ଭୂମି ସମ୍ମାନ-୨୦୨୩ ପାଇଥିବା ବୌଦ୍ଧ ଜିଲ୍ଲା କୁ ସମ୍ବର୍ଦ୍ଧିତ କରିଛନ୍ତି l ଜିଲାପାଳ ନୃସିଂହ ଚରଣ ସ୍ୱାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବ ସହ ପୁରସ୍କାର ଗ୍ରହଣ କରିଛନ୍ତି l ଜମିଜମା ରେକର୍ଡ଼ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟଭାବେ ମାନ୍ୟତା ମିଳିଛି । ସେହିପରି ଦେଶର ୬୮ଟି ପୁରସ୍କୃତ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୧୯ଟି ଜିଲ୍ଲା ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵରସ୍ଥିତ ଲୋକସେବା ଭବନରେ ଜାତୀୟ ଭୂମି ସମ୍ମାନ-୨୦୨୩ ପାଇଥିବା ବୌଦ୍ଧ ଜିଲା ସମତେ ଅନ୍ୟ ଜିଲ୍ଲାଗୁଡ଼ିକ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ 5T ସଚିବ V K PANDIYAN ଙ୍କ ସମତେ ଅନ୍ୟମାନେ ଉପସ୍ଥିତ ରହିଥିଲେ l


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.