ବୌଦ୍ଧ 16/08 ଜିଲାପରିସଦ କର୍ଯ୍ୟାଳୟ ସ୍ଥିତ ପଞ୍ଚାୟତ ଭବନ ଠାରେ ପାଞ୍ଚଟି ପଞ୍ଚାୟତର ସରପଞ୍ଚ,ସରସରା,ବାମଣ୍ଡା,ରାଧାନଗର,ବନ୍ଧାପଥର ଓ ଏଥୁରା ର ସମସ୍ତ ସରପଞ୍ଚ, PEO, GRS, ପଞ୍ଚlୟତ ସ୍ତରୀୟ ମହାସଂଘର ସଭାନେତ୍ରୀ,MBK, ବେଂକମିତ୍ର ଓ CRP ମାନଙ୍କୁ ନେଇ । ଆଜି ସକାଳ ୧୧ଟା ସମୟରେ ଏକ ଦରିଦ୍ର ମୁକ୍ତ ଓ ଉନ୍ନତ ଜୀବିକା ଯୁକ୍ତ ଗ୍ରାମ ପଞ୍ଚାୟତ ଗଠନର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘସ୍ଥାୟୀ ବିକାଶର ୧୭ଟି ଲକ୍ଷ୍ୟକୁ ନେଇ ଏହାର ସ୍ଥାନିୟକରଣ ନିମନ୍ତେ ୯ଗୋଟି ବିଷ୍ୟବିଭିତିକ କ୍ଷେତ୍ର ପ୍ରସ୍ତୁତ କରାଯାଇଛି । ଯାହାକି
୧, ଦ୍ରାରିଦ୍ର ମୁକ୍ତ ଓ ଉନ୍ନତ ଜୀବିକା ଯୁକ୍ତ ଗ୍ରାମପଞ୍ଚାୟତ
୨,ସୁସ୍ଥ ଗ୍ରାମପଞ୍ଚାୟତ
୩,ଶିଶୁ ଅନୁକୂଳ ଗ୍ରାମପଞ୍ଚା ୟତ
୪,ପଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମପଞ୍ଚlୟତ
୫,ସୋଛ ଓ ସବୁଜ ଗ୍ରାମପଞ୍ଚାୟତ
୬,ଭିତ୍ତିଭୂମି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଗ୍ରାମପଞ୍ଚାୟତ
୭,ସାମାଜିକ ଭାବରେ ସୁରକ୍ଷିତ ଗ୍ରାମପଞ୍ଚାୟତ
୮,ସୁଶାସନ ଥିବା ଗ୍ରାମପଞ୍ଚାୟତ
୯,ମହିଳା ଅନୁକୂଳ ଗ୍ରାମପଞ୍ଚାୟତ
ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଗ୍ରାମ ଉନ୍ନୟନ ବିଭାର ମୁଖ୍ୟ ଅଧିକାରୀ ଶ୍ରୀଯୁକ୍ତ ରବିନାରାୟଣ ତ୍ରିପାଠୀଙ୍କ ସହିତ, ଜିଲାପରିସଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସଙ୍କ ସହିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ ।
ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦ୍ୟସ କିପରି ଭାବରେ ପଞ୍ଚାୟତକୁ କିପରି ଭାବରେ ଦରିଦ୍ର ମୁକ୍ତ କରି ଉନ୍ନତ ଜୀବିକାମୁକ୍ତ ଗ୍ରାମପଞ୍ଚାୟତ ଗଠନ କରିପାରିବା ସେବୀସଉରେ DPM ଆଲୋଚନା କରିଥିଲେ ।ସରକାରଙ୍କ ସମସ୍ତ ଯୋଜନା କିପାରିଭାବରେ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚlଇ ହେବ ତାହା ଏହର ମୁଖ୍ୟ ଉଦ୍ୟସ ଥିଲା ଓ ଏହାର ପ୍ରଶିକ୍ଷଣ ଦିଆଯାଇ ଥିଲା।
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”