ରିପୋର୍ଟ ଫିଲିପ କୁମାର ଦିଗାଲ
କନ୍ଧମାଳ ଜିଲ୍ଲା 12 ଗୋଟି ବ୍ଲକ ରେ ବ୍ଲକ କାର୍ଯ୍ୟଳୟ ରେ ଫହଁଞ୍ଚି ମହାମହିଁ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ବାଲିଗୁଡ଼ା ବ୍ଲକର ଜନପ୍ରତିନିଧି ମାନେ ଆଜି ମଣିପୁରରେ ପୁନଃ ଶାନ୍ତି ଓ ଅଧିବାସୀ ଯୁବତୀଙ୍କ ଉପରେ ଅତ୍ୟାଚାର କରିଥିବା ଲୋକଙ୍କୁ କୋଠର ଦଣ୍ଡ ଦିଆଯିବା ଦାବିରେ ମହାମହିମା ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବାଲିଗୁଡ଼ା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେହିପରି ରାଇକିଆ ବ୍ଲକ ଜି ଉଦୟଗିରି ପିରିଙ୍ଗିଆ ଦାରିଙ୍ଗି ବାଡ଼ି , କ, ନୂଆଗାଁ ତୁମୁଡ଼ିବନ୍ଧ, କୋଟଗଡ଼ ବ୍ଲକ ସଭାପତି ଷ୍ଟିପାନ ପ୍ରଧାନ ମିହିର କାନ୍ତ ଦିଗାଲ ଅମିତି କୁମାର ନାୟକ ବାଲିଗୁଡ଼ାବ୍ଲକ ଲଳିତ କୁମାର ଦିଗାଲ ଙ୍କ ନେତୃତ୍ୱରେ ପାଖା ପାଖି ବାଲିଗୁଡ଼ା ଉପଖଣ୍ଡ ରେ 5000 ହଜାର ରୁ ଉର୍ଦ୍ଧ୍ବ ଜନପ୍ରତିନିଧି ଏବଂ ମହିଳା ମାନେ ଯୋଗ ଦେଇଥିବା କହିଛନ୍ତି ସଙ୍ଘ ସଭାପତି, ଶ୍ରୀ ଲଳିତ କୁମାର ଦିଗାଲ ।ମଣିପୁର ପୋଲିସକୁ ପ୍ରତିବାଦ କରିବାକୁ ଅମାନଷିକ ଭାବରେ ଅଶୀଳ ଢଙ୍ଗରେ ଆ ଧିବାସୀ ଯୁବତୀମାନଙ୍କୁ ବ୍ୟବହାର କରାଯାଇଛି ତାହା ଦେଶବାସୀ ଓ ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଆଦିବାସୀ ବର୍ଗ ଲୋକଙ୍କୁ ମାନସିକ ସ୍ତରରେ ଶକ୍ତ ଆଘାତ କରିଛି ।
ବାଇଟ-1ପିଙ୍କି କହର କୋଟଗଡ଼ ବ୍ଲକ ଅଧକ୍ଷା
ବାଇଟ-2-ମିହିରୀ କାନ୍ତ ଦିଗାଲ,3, ଜିଲ୍ଲା ପରିଷଦ ଯିରିମିୟ ସୁକା ମାଝୀ,ଅମିତି କୁମାର ନାୟକ, ସୁକାନ୍ତ କୁମାର ନାୟକ,କମଳ କାନ୍ତ ଦିଗାଲ, ପ୍ରମୁଖ ଉପସ୍ଥିତ ଥିଲେ


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ