ରିପୋର୍ଟ :ପ୍ରଦିପ ସେଠିଆ
ଧର୍ମଗଡ଼:( ଆମ ଓଡ଼ିଶା ଖବର)ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଦାବି କୁ ନେଇ ତ୍ଵରାନିତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୦ ଦଫା ଏକ ଦାବି ପତ୍ର ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି ଓ ଦାବି ପୂରଣ ନ ହେବା ଅନୁଷ୍ଠିତ କାଳ ପାଇଁ ଗଣ ଧାରଣା ଆରମ୍ଭ ହୋଇଛି।
ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ର ଆଇନ ଜୀଵି ତୁଷାର ରଞ୍ଜନ ପାଟଯୋଷୀ ଙ୍କ ଅଧ୍ୟକ୍ଷତାରେ ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ଅଗସ୍ତି ସରପଞ୍ଚ ସଂଘ ସଭାପତି ହାତୀ ରାମ ଦୂର୍ଗା ପୂର୍ବତନ ବ୍ଳକ ଅଧ୍ୟକ୍ଷ ରବିନ୍ଦ୍ର କୁମାର ପାଟଯୋଷୀ ଓ ବି ସି ନେତା ଡମ୍ବରୁଧର ଲହଜ ବଣିକ ସଂଘ ର ସଭାପତି ବିଦ୍ୟାଧର ସାହୁ ପୂର୍ବତନ ସରପଞ୍ଚ ଘନଶ୍ୟାମ ଅଗ୍ରୱାଲ ଲକ୍ଷ୍ମୀ କାନ୍ତ ବାଗ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ଦୁରୀଆ ସୁଲୋଚନା ଵିଶି ଆଇନ ଜୀଵି ସୁବାସ ଚନ୍ଦ୍ର ପାଣିଗ୍ରାହୀ ପ୍ରଦୀପ ଦାସ ସୁମନ୍ତ କୁମାର ପଣ୍ଡା କୃପା ସିନ୍ଦୁ ପଣ୍ଡା ପ୍ରେମ ଲାଳ ସାଗର ଦେବି ମିଶ୍ର ପୂର୍ବତନ ସମିତି ସଭ୍ୟ ଜନ୍ମେଜୟ ନାଏକ କେମିଷ୍ଟ୍ରୀ ଏଣ୍ଡ ଡ୍ରଗଷ୍ଟ ସଂଘ ର ସଂପାଦକ ହୃଷିକେଶ ମିଶ୍ର ଡାକେ ଲହଜଲ ସୌମ୍ୟରଞ୍ଜନ ନାଏକ ସେ ସମେତ ବହୁ ସଦସ୍ୟ ଯୋଗ ଦେଇ ସହ ଜିଲ୍ଲାପାଳ ନନ୍ଦ କିଶୋର ତାଣ୍ଡି କୁ ୧୦ ଦଫା ଦାବି ପତ୍ର ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଦାନ କରାଯାଇଥିଲା।


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.