ରାୟଗଡ଼ ଜିଲ୍ଲା ର ଗୁଣୁପୁର ବିଷମକଟକ ଦୁର୍ଗି ରେ ବିଜେଡି ଜିଲ୍ଲା ସଭାପତି ସୁଧୀର କୁମାର ଦାସ ବିରଜା ପାତ୍ର ଓ ପଦ୍ମପୁର ଠାରେ ପବିତ୍ର ରଥଯାତ୍ରା ରେ ହଜାର ହଜାର ହଜାର ଭକ୍ତମାନ ଙ୍କ ସମାବେଶ ରେ ଅନୁଷ୍ଠିତ ହୋଇଯାଇଛି ବିଷମକଟକ ଠାରେ ଦେକାନ, ବଜାର ସହ ମିନାବଜାର ବସି ଥିଲାଆଜି ସରକାରଙ୍କ ତରଫରୁ ବିଷମକଟକ ତହସିଲଦାର ଶ୍ରୀ ଇଭି ରେଡି, ଅତିରିକ୍ତ ତହସିଲଦାର ଶ୍ରୀ ସଉରା, ବିଷମକଟକ ନୂତନ ଥାନା ବାବୁ, ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ ଜଗନ୍ନାଥ ପାଡି, ଦିଲ୍ଲୀପ ପଟ୍ଟନାୟକ ଗୋପାଳ କୃଷ୍ଣ ପଟ୍ଟନାୟକ,
ବାବୁଲା ସାହୁ,ଜି ପ୍ରଦୀପ, ରାଧାକାନ୍ତ ଦାସ, କୁନା ମାହାରଣା, କୁନା ରଥ,ଜି ରବି, ସେହି ପରିପଦ୍ମପୁର ଗିରିଧାରୀ ମନ୍ଦିର ରେ ଅତିରିକ୍ତ ତହସିଲଦାର ଶ୍ରୀ ପ୍ରାଣକ୍ରୁଷ୍ନ ପାଣିଗ୍ରାହୀ ଙ୍କ ସହ ଦୁର୍ଗା ସାହୁ ଦେବା ପଣ୍ଡା ଦେବା ପାଢି ବୁନା ତଥା ତହସିଲ ର ସମସ୍ତ କର୍ମଚାରୀ, ପୋଲିସ ପ୍ରଶାସନ ଓ କୀର୍ତନ ମଣ୍ଡଲି ରଥ ଟଣା ସମୟରେ ସହଯୋଗ କରିଥିଲେ ପଦ୍ମପୁର ରେ ଭକ୍ତ ମାନଙ୍କୁ ପ୍ରଥମ ଥର ପାଇଁ ମାଗଣାରେ କାନିକା ପ୍ରସାଦ ବଣ୍ଟନ କରାଜାଇଥିବା ଜଣାପଡିଛି
More Stories
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।
ବୃଦ୍ଧା ମହିଳାଙ୍କ ଘରପୋଡି ପାଉଁଶ, ସରକାରି ସହାୟତା ପାଇଁ ଗୁହାରି l