ରାୟଗଡ଼ ଜିଲ୍ଲା ମୁନିଗୁଡା ମୁନିଗୁଡା ମନ୍ଦିର ଗୁଡିକର ବିଭିନ୍ନ ନିତି କାନ୍ତି ସେବାଗୁଡିକରେ ସହଯୋଗ ଯୋଗାଇ ଦେବା ପାଇଁ ବ୍ରାହ୍ମଣ ମନ୍ଦିର ସେବାୟତ ସଂଘ ଗଠନ କରାଯାଇଛି। ଏହି ସଂଘରେ ମହାସଚିବ ଭାବେ ବ୍ରୁନ୍ଦାବନ ପାଢ଼ୀ, ସଭାପତି ତ୍ରିନାଥ ପଣ୍ଡା(ନାଥ), ସଂପାଦକ ସୁରେନ୍ଦ୍ର ପଣ୍ଡା, ଉପ-ସଭାପତି ରାଜି ସାହୁ, ସହ-ସଂପାଦକ ପ୍ରମୋଦ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ବିଜୟ କୁମାର ଦାସ ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇ ଥିଲେ। ଅନ୍ୟ ମାନଂକ ମଧ୍ଯରେ ଲଳିତ ମିିଶ୍ର, ପ୍ରମୋଦ କୁମାର ପଂଡା, ସିମାନ୍ଚଳ ପାଣିଗ୍ରାହୀ,ଗୀର୍ଜା ମିଶ୍ରି, ପ୍ରଦୀପ ପରିଛା,ପ୍ରଫୁଲ୍ଲ ତ୍ରିପାଠୀ,ପ୍ରଣବ କୁମାର ନିଶଂକ,ମିଟୁ ରଥ,ଦାମୋଦର ମହାପାତ୍ର ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ଉପଦେଷ୍ଟା ମନୋନୀତ କରାଯାଇ ଥିଲା।
ଆଗାମୀ ବାହୁଡା ଯାତ୍ରା ରେ ସହଯୋଗ ପାଇଁ ସଂଘ ର କର୍ମ କର୍ତା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ମୁନିଗୁଡା ରେ ବ୍ରାହ୍ମଣ ମନ୍ଦିର ସେବାୟତ ସଂଘ ଗଠିତ।

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l