ରାୟଗଡ଼ା ଜିଲ୍ଲା ଚାଟିକଣା ପଞ୍ଚାୟତ ଅନ୍ତର୍ଗତ ବାରିଗୁଡା ଗ୍ରାମର ନାୟକ କୋମଳ ଲୋଚନ କାଣ୍ଡ ଗତକାଲି ସନ୍ଧ୍ୟା ୪ ଟା ରେ ପରଲୋକ ହେଲେ,ସେ ବିଜେଡି ର ବରିଷ୍ଠ କର୍ମୀ, ଏହି ଖବର ଶୁଣିବା ପରେ ଜିଲ୍ଲା ସଭାପତି ସୁଧିର ଦାସ,ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା,ନାନୁ ପଣ୍ଡା,ଦେବୀ,ସିବା ସହ ଚାଟିକଣା ର ରାଧେଶ୍ୟାମ ହିଆଲ୍, ଜାଣ୍ଡୁ,ରାଜୁ ସୁନମୁଡ଼ି,ଲକ୍ଷଣ,ବାସନା ଉପୋସ୍ଥିତ ହୋଇଥିଲା ଓ ଶୋକ ପରିବାର କୁ ସାନ୍ତନା ଦେଇଥିଲେ
ବରିଷ୍ଠ ବିଜେଡ଼ି ନେତା ଙ୍କ ଦେହାନ୍ତ ,,,


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l