ରାୟଗଡା : ପଦ୍ମପୁର ଶ୍ରୀ ଗୁଣ୍ଡିଚାରଥଯାତ୍ରା ନିମନ୍ତେ ଐତିହାସିକ ଶ୍ରୀ ଗିରିଧାରୀ ମନ୍ଦିର ପରିସରରେ ତହସିଲଦାର ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବିଶେଷ କରି ରଥ ଯାତ୍ରା ସମୟରେ ସ୍ବଚ୍ଛତା, ପାନୀୟ ଜଳ ଓ ଆଲୋକି କରଣ ବ୍ୟବସ୍ତା ସହ ଶାନ୍ତି ଶୃଙ୍ଖଳା ଉପରେ ଅନୁଧ୍ୟାନ କରାଯିବ ବୋଲି ଆଲୋଚନା ହୋଇଥିଲା ଏଥିରେ ଦୁର୍ଗା ସାହୁ ଦେବାନନ୍ଦ ପାଢୀ ପଦ୍ମପୁର ପୋଲିସ ଅଗ୍ନିଶମ ବିଭାଗ କର୍ମଚାରୀ ଜଳଓ ପରିମଳ ବିଭାଗ ତଥା ଅନ୍ୟାନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ
ପଦ୍ମପୁର ଶ୍ରୀ ଗୁଣ୍ଡିଚାଜାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ,,,,,


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l