ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଐତିହାସିକ ପଲଟଣ ପଡ଼ିଆ ର ସହିଦ୍ କୃତିବାସ ପାଟସାଣି ସ୍ମୃତି ଭବନ ରେ ଅଗ୍ରଣୀ ସାମାଜିକ ସେବା ଅନୁଷ୍ଠାନ ଟିମ୍ 499 ଓଡ଼ିଶା ଓ ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ତରଫରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ଏଥିରେ ଆଖ ପାଖ ଓ ସ୍ଥାନୀୟ ଅଞ୍ଚଳର ଦୁଇଶହ ରୁ ଅଧିକ ରୋଗୀ ଆସି ମାଗଣା ରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ତଥ୍ୟ ଓ ପରାମର୍ଶ ପାଇବା ସହିତ ଔଷଧ ପାଇଥିଲେ ଏହି ଶିବିର କୁ ଆସିଥିବା ଘାଟିକିଆ ଭୁବନେଶ୍ୱର..ଆଇଜି କେସି. ମଲଟି ସ୍ପେଶାଲିଟି ହସ୍ପିଟାଲ ର ଡ:ଦେବାଶିଷ ଷଡଙ୍ଗୀ (ଅର୍ଥପେଡ଼ିକ )ଡ:ଦିବ୍ୟଜିତି ସାହୁ(ମେଡ଼ିସିନ ସ୍ପେଶାଲିଷ୍ଟ )ଡ: ରମେଶ ଚନ୍ଦ୍ର ସ୍ଵାଇଁ ସମେତ 7 ଜଣିଆ ଡାକ୍ତରୀ ଟିମ୍ ଦୁଇ ଅନୁଷ୍ଠାନ ର କର୍ମ କର୍ତ୍ତା ଯୋଗ ଦେବା ସହିତ ଜୟହିନ୍ଦ ସେବା ଫାଉଣ୍ଡର ସେକ କୌଶର ଓ଼ ଟିମ୍ 499 ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ ଓ ବାଣପୁର ବ୍ଲକ ବାଣପୁର.ଏନ ଏ ସି.ର ଚେୟାର ମ୍ୟାନ୍ ମିଟୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଚଳ ର ଉନ୍ନତି ସହିତ ଆୟୋଜକ ମାନଙ୍କ କାର୍ଯ କୁ ପ୍ରଶଂସା କରି କହିଥିଲେ ଆଗକୁ ଏହି ଦୁଇଟି ସଂଘଠନ ବାଣପୁର ପାଇଁ କାମ କରୁ ଜଦି କୌଣସି ସହଯୋଗ ଦରକାର ତାହେଲେ ଆମେ ନିଶ୍ଚିତ ସହଯୋଗ କରିବାକୁ ଆଗେଇ ଆସିବୁ !
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”