
ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ବର ମାଝୀ। ଶ୍ରୀ ମାଝୀଙ୍କୁ ଆୟ ବହିର୍ଭୂତ ଠୁଳରେ ଓଡିଶା ଭିଜିଲାନ୍ସର ଚଢାଉ କରିଛି ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ଵର ମାଝୀଙ୍କର ଥିବା ବିଭିନ୍ନ ସ୍ଥାନରେ ସ୍ଥବର ଅସ୍ଥାବର ସମ୍ପତି ଉପରେ ଭିଜିଲାନ୍ସର ଚଢାଉ ଚାଲିଛି। ଟିଟିଲାଗଡ଼ ଅଫିସ, ଘର ସମେତ ୬ଟି ସ୍ଥାନରେ ରେଡ୍ ଚାଲିଛି। ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ପୈତୃକ ସମ୍ପତ୍ତି ଗାଁରେ ଭିଜିଲାନ୍ସର ଚଢ଼ାଉ ଜାରି ରଖିଛି।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |