ରିପୋର୍ଟ ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି :-ତା 29/9 (ଆମ ଓଡିଶା ଖବର ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ସମନ୍ନୀତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଠାରେ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ପୋଷଣ ମାସ ଉତ୍ସବ 2023ଅନୁଷ୍ଠିତ ହୋଇଯାଇଛି ! ଏହି ପୋଷଣ ମାସ 2023 ଉତ୍ସବରେ ବ୍ଲକ ପୋଷଣ ସଂଯୋଜିକା ଗୀତାଞ୍ଜଳି ପଟନାୟକ, ମହିଳା ପରିଦର୍ଶିକା ନନ୍ଦିନୀ ଶତପଥୀ, ମହିଳା ପରିଦର୍ଶିକା ଫୁଲସରା ଭତରା, ମମତା ପିଏ ଦିପ୍ତୀରାଣୀ କୁଣ୍ଡୁ, ଅଙ୍ଗନୱାଡି କର୍ମୀ ପୂର୍ଣ୍ଣିମା ମାଝୀ, ସୁଭଦ୍ରା ମାଝୀ, ଟିକେମଣି ନାୟକ, ହିତେଶ୍ବରୀ ହରିଜନ, ତାରା ପୁଝାରୀ, ପ୍ରଭାଞ୍ଜଳି କଚିମ, ମାଳତୀ ସୋରୀ, ପ୍ରତିମା ଯାନୀ, ଖୋଲଣା ମାଝୀ, ଜୟମଣୀ ମାଝୀ, ଟେନେକଶ୍ୱରୀ ଧୂରୁଆ, ଯଶୋନା ବେହେରା, ପଞ୍ଚମୀ ଦେଇ, କୈବର୍ତ୍ତୀ ଦେଇ, ମାଳତୀ ଓ ସମସ୍ତ ଅଙ୍ଗନୱାଡି କର୍ମୀ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା |


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |