ସଭାପତି ଅଜୟ କୁମାର ରାୟ , ସମ୍ପାଦକ ସ୍ୱସ୍ତିକ ରଥ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଟାଙ୍ଗୀ ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି । ଏଥିରେ ସଭାପତି ଭାବେ ଅଜୟ କୁମାର ରାୟ , ସମ୍ପାଦକ ଭାବେ ସ୍ୱସ୍ତିକ ରଥ , ଉପ-ସଭାପତି ସୁରେନ୍ଦ୍ର କୁମାର ପ୍ରଧାନ , ସହ-ସମ୍ପାଦକ ସନ୍ଦିପନି ମିଶ୍ର , କୋଷାଧ୍ୟକ୍ଷ ତପନ କୁମାର ମହାନ୍ତି , ଏକ୍ସକ୍ୟୁଟିଭ୍ ମେମ୍ବର ଭାବେ ରବୀନ୍ଦ୍ର କୁମାର ରଣା , ଚଣ୍ଡେଶ୍ୱର ଦାସ , ରମାମଣି ଦେଇ , ରମେଶ ଚନ୍ଦ୍ର ବେହେରା , ବିଶ୍ୱଜିତ୍ ଧଳ , ସୁରଜିତ ପଟ୍ଟନାୟକ , କବିତା ମାଝୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ସିଂ ସୂଚନା ଦେଇଛନ୍ତି । ଭାଇଚାରାର ସମ୍ପର୍କ ନେଇ କାର୍ଯ୍ୟ କରାଯିବ ବୋଲି ନିର୍ବାଚିତ ପ୍ରତିନିଧିମାନେ କହିଛନ୍ତି ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.