ରିପୋର୍ଟ : ଞାନ ରଞ୍ଜନ ଦାଶ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର)ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ଅବକାରୀ ବିଭାଗକୁ ମିଳିଛି ସଫଳତା।୮୪୦କେଜି ଭାଗଂ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ପୋଲିସ ମେଡିକାଲ ଛକ ନିକଟରେ ଚଢ଼ାଉ କରି ୮୪୦କେଜି ଭାଗଂ ଜବତ କରିଥିବା ବେଳେ ଦୁଇ ବେପାରୀ କୁ ଗିରଫ କରିବାରେ ସଫଳ ହୋଇଛି।ଗିରଫ ବେପାରୀ ହେଲେ ନୟାଗଡ଼ ଜିଲ୍ଲା ଓଡଗାଁର ସନ୍ତୋଷ ପାତ୍ର ଓ କନ୍ଧମାଳ ରାଇକିଆ ର ମାଧବ ଦିଗାଲ।ଉଭୟଙ୍କ ନାମରେ ଆଜି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ପୋଲିସ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
जनकल्याण सोसाइटी की तीसरी जनरल मीटिंग।