
ଗଞ୍ଜାମ ଜିଲ୍ଲା (ଆମ ଓଡ଼ିଶା ଖବର) ବ୍ରହ୍ମପୁର ଓଡିଶା ଡିଜିଟାଲ ମିଡିଆ ଆସୋସିଏସନ୍ ଗଞ୍ଜାମ ଜିଲ୍ଲା କର୍ମକର୍ତ୍ତାମାନେଆଜିତା06.08.25ରିଖବୁଧବାର ଦିନ ବ୍ରହ୍ମପୁର ନୂତନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛା ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଆସୋସିଏସନର ସଭାପତି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାଳଙ୍କ ନେତୃତ୍ୱରେ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସ, ଉପଦେଷ୍ଟା ଭୂନନ୍ଦନ କୃଷି ବିଶାରଦ, ରଞ୍ଜନ କୁମାର ସାହୁ, ସୁଜିତ୍ କୁମାର ସାହୁ, ଭଗବାନ ଦାସ, ଦେବେନ୍ଦ୍ର ପଣ୍ଡିତ, ଆଦିତ୍ୟ ସାହୁ ପ୍ରମୁଖ କର୍ମକର୍ତ୍ତା ମାନେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ ଉପଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର ସାର୍ ଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହିତ ସାକ୍ଷାତଲୋଚନା କରିଥିଲେ।

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l