ବେଗୁନିଆପଡ଼ା (ଆମ ଓଡିଶା ଖବର):ଗଞ୍ଜୀମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମର ଜୟରାମ ଭୂୟାଁ ଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଯାଇଛି । ତାଙ୍କ ଶେଷ ଦର୍ଶନ ପାଇଁ ତାଳସର ଗ୍ରାମର ଗ୍ରାମବାସୀଙ୍କ ସମେତ କଂଗ୍ରେସ ନେତା ବୁଲା ଜେନା, ପଦ୍ମଚରଣ ସ୍ବାଇଁ, କୃଷ୍ଣଚନ୍ଦ୍ର ସାହୁ, ସଞ୍ଜୟ କୁମାର ସାହୁ, ପବିତ୍ର ସାମନ୍ତରାୟ, ବିଜୟ ଭୂୟାଁ, ବାବୁଲା ଜେନା, ବୁଲୁ ଭୂୟାଁ,ବଣ୍ଟି ଜେନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥୂଲେ । ପୁରୀ ସ୍ବର୍ଗ ଦ୍ୱାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଯାଇଛି । ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶେଷ କୃତ୍ୟ ସଂପନ୍ନ ସମୟରେ ସ୍ବର୍ଗତ ଭୂୟାଁଙ୍କ ତିନି ପୁଅ ଉପସ୍ଥିତ ଥୂଲେ ।
ରିପୋର୍ଟ:ଦେବାଶିଷ ମହାରଣା


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l