ଢେଙ୍କାନାଳ (ଆମ ଓଡ଼ିଶା ଖବର )ଢେଙ୍କାନାଳ କୈବଲ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆଜି ନିର୍ଜଳା ଏକାଦଶୀ ଓ ରୁକୁଣୀ ବିବାହ ଉତ୍ସବ ପାଳିତ ହୋଇଯାଇଅଛି। ପ୍ରାତଃ ରୁ ମଙ୍ଗଳ ଆଳତି,ମହାସ୍ନାନ, ବସ୍ତ୍ର ଓ ତୁଳସୀ ହାର, ଫୁଲ ହାର ଲାଗି କରିବା ସହ ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ଟା ରେ ଖେଚୁଡ଼ି ଭୋଗ, ମଧ୍ୟାନ ରେ ଅନ୍ନ ଭୋଗ, ସଂଧ୍ୟା ରେ ଆଳତୀ, ରାତ୍ର ଧୂପ, ଏକାଦଶୀ ବେଢ଼ା ମହାଦୀପ ଉଠିବ ମନ୍ଦିର ଉପରକୁ। ବୈଦିକ ରୀତି ଅନୁସାରେ ରୁକୁଣି ଵିଵାହ ଉତ୍ସବ ପାଳନ କରାଯିବା। ପୂଜକ ମନସୁମନ୍ ମିଶ୍ର, ପୂଜକ ସିବଶ୍ଚ ମିଶ୍ର, ପାଳିଆ ସେବକ ବ୍ରଜମୋହନ ମହାପାତ୍ର , କାହାଲିଆ ଟିକନ ବେହେରା ଓ ମନ୍ଦିରର ଜୀମାଦାର ଶ୍ୟାସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଋକୁଣି ଉତ୍ସବ ପାଳନ କରାଯିବ ।
ନିର୍ଜଳା ଏକାଦଶୀ ଓ ରୁକୁଣୀ ବିବାହ ଉତ୍ସବ ପାଳିତ ହୋଇଯାଇଅଛି l

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l