ଢେଙ୍କାନାଳ (ଆମ ଓଡ଼ିଶା ଖବର )ଢେଙ୍କାନାଳ କୈବଲ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆଜି ନିର୍ଜଳା ଏକାଦଶୀ ଓ ରୁକୁଣୀ ବିବାହ ଉତ୍ସବ ପାଳିତ ହୋଇଯାଇଅଛି। ପ୍ରାତଃ ରୁ ମଙ୍ଗଳ ଆଳତି,ମହାସ୍ନାନ, ବସ୍ତ୍ର ଓ ତୁଳସୀ ହାର, ଫୁଲ ହାର ଲାଗି କରିବା ସହ ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ଟା ରେ ଖେଚୁଡ଼ି ଭୋଗ, ମଧ୍ୟାନ ରେ ଅନ୍ନ ଭୋଗ, ସଂଧ୍ୟା ରେ ଆଳତୀ, ରାତ୍ର ଧୂପ, ଏକାଦଶୀ ବେଢ଼ା ମହାଦୀପ ଉଠିବ ମନ୍ଦିର ଉପରକୁ। ବୈଦିକ ରୀତି ଅନୁସାରେ ରୁକୁଣି ଵିଵାହ ଉତ୍ସବ ପାଳନ କରାଯିବା। ପୂଜକ ମନସୁମନ୍ ମିଶ୍ର, ପୂଜକ ସିବଶ୍ଚ ମିଶ୍ର, ପାଳିଆ ସେବକ ବ୍ରଜମୋହନ ମହାପାତ୍ର , କାହାଲିଆ ଟିକନ ବେହେରା ଓ ମନ୍ଦିରର ଜୀମାଦାର ଶ୍ୟାସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଋକୁଣି ଉତ୍ସବ ପାଳନ କରାଯିବ ।
ନିର୍ଜଳା ଏକାଦଶୀ ଓ ରୁକୁଣୀ ବିବାହ ଉତ୍ସବ ପାଳିତ ହୋଇଯାଇଅଛି l


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l