ଅଶୋକ ନୋଡାଲ ହାଇସ୍କୁଲ ରେ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  l

ରିପୋର୍ଟ :ରଞ୍ଜନ କୁମାର ରାଉତ 

ଗଂଜାମ ଜିଲ୍ଲା ପୁରୋଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଜାମୁନି ଗ୍ରାମ ପଞ୍ଚାୟତ ଅଧୀନ ଅଶୋକ ନୋଡାଲ ହାଇସ୍କୁଲ ରେ ତ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଇନ୍ଦ୍ରଜିତ ନାୟକ, ସମ୍ମାନ ଅତିଥି  ବିଦ୍ୟାଳୟ ର ପ୍ରେସିଡେଣ୍ଟ କାମ ରାଜୁ ସେଠୀ,  ଅଭିଭାଷଣ ଦେଇଥିଲେ ସ୍କୁଲ ର ପ୍ରଧାନ ଶିକ୍ଷକ ଶିଶିର କୁମାର ଷଡଙ୍ଗୀ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାହାଯ୍ୟ ସହଯୋଗ କରିଥିଲେ। ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।100,200,400,600,800,1200,1600, ଦୈାଡ ପ୍ରତିଯୋଗିତା ଉଭୟ ବାଳକ ଓ ବାଳିକା ବିଭାଗରେ ହୋଇଛି। ଏବଂ ର୍ଥୋଇଙ୍ଗ ବିଭାଗ (shot put discuss throw,) ବାଳକ ଓ ବାଳିକା ବିଭାଗରେ ହୋଇଛି। long jump, High jump,or  triple jump ଉଭୟ ବାଳକ ଓ ବାଳିକା ବିଭାଗରେ ହୋଇଛି। ଏବଂ ଅନ୍ୟନ ବିଭାଗ ଯେମିତି କି  ସ୍ଲୋ ସାଇକେଲ, ବେଙ୍ଗ ଡିଆଁ, ଗଣିତ ଦୈାଡ, ପୁଚିଖେଳ,ଅଖା ଡିଆଁ, କବାଡି,ଖୋ ଖୋ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଉପସ୍ଥିତ ଥିଲେ।ଭାସ୍କର ଚନ୍ଦ୍ର ପାତ୍ର, ସ୍ମିତା ପାତ୍ର, ଜ୍ୟୋତିର୍ମୟୀ ପାତ୍ର, ରାମକୃଷ୍ଣ ଚୌଉଧୀରୀ, ତାପସ ପାଲ,ଏନ୍  ରବିନ୍ଦ୍ର କୁମାର , ସମ୍ୱିତ କୁମାର ବଳୀୟାରସିଙ୍ଗ, ସଞ୍ଚୟ କୁମାର ସେଠୀ, ଶୁଭ୍ରାଂଶୁ ମହାପାତ୍ର, ସୁନୀଲ କୁମାର ପଟ୍ଟନାୟକ, ବାଳକୃଷ୍ଣ ପଣ୍ଡା, ଗାୟତ୍ରୀ ପାଣିଗ୍ରାହୀ, ପ୍ରଦିପ କୁମାର ପାଣିଗ୍ରାହୀ,କୁମୁଦ ଚନ୍ଦ୍ର ଦାସ,ଏମ୍ କମେଶ୍ବର , ମଧୁସ୍ମିତା ସାହୁ, ନିବେଦିତା ସେଠୀ, । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜ୍ୟୋତିର୍ମୟୀ ପାତ୍ର।

error: Content is protected !!