ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର)ବିକ୍ଷୋଭ ର କାରଣ ପଶ୍ଚିମ ବଙ୍ଗ ର ସନ୍ଦେଶଖାଲି ଅଞ୍ଚଳରେ ପଛୁଆ ବର୍ଗ ର ମହିଳା ମାନଙ୍କ ପ୍ରତି TMC ର କର୍ମୀ ଏବଂ ଜିହାଦୀ ମାନଙ୍କ ଦ୍ଵାରା ହେଉଥିବା ଯୌନ ଶୋଷଣ, ଦୁଷ୍କର୍ମ, ବଳାତ୍କାର ର ଘଟଣା ସାମ୍ନାକୁ ଆସିଲେ ମଧ୍ୟ ମମତା ବାନାର୍ଜୀ ସରକାର ଆଜି ଚୁପ୍ ବସିଛନ୍ତି।ଯାହା ନିହାତି ନିନ୍ଦନୀୟ ଘଟଣା।ଏହାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆଜି ସାରା ଦେଶ ବ୍ୟାପି ଆନ୍ଦୋଳନ ଜାରି ରଖିଛି।ଏହି ଜିଲ୍ଲା ସ୍ତରୀୟ ଆନ୍ଦୋଳନରେ କେନ୍ଦ୍ରୀୟ କାର୍ଯ୍ୟ ସମିତି ସଦସ୍ୟ ସୁଶ୍ରୀ ଦିପ୍ତିମୟୀ ପ୍ରତିହାରୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶ୍ରୀ ପ୍ରୀତି ପଲ୍ଲବୀ ମହାପାତ୍ର,ରଶ୍ମିରଞ୍ଜନ ପ୍ରଧାନ,ରାଜେନ୍ଦ୍ର ପ୍ରଧାନ,ଦଧିବାମନ ଦାସ, ମୁଶକାନ ଠାକୁର,ସୌମ୍ୟରଞ୍ଜନ ସାହୁ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
More Stories
ଅଶୋକ ନୋଡାଲ ହାଇସ୍କୁଲ ରେ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l
ଅଙ୍ଗାରଗାଁ ପ୍ରିମିୟର ଲିଗ ଫାଇନାଲ, କ୍ରେଜି ଇଲେଭେନ ଚମ୍ପିୟାନ l
୨୪ ତମ ମା ଅଁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ::