ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର)/ କଲ୍ୟାଣିସିହପୁର :- ( ଆରୋପ ଦୀପକ୍ କୁମାର ପରିଡ଼ା। ) ଜାମ୍ମୁ କାଶ୍ମୀର ର ପେହେଲ ଗାମରେ ହୋଇଥିବା ଆତଙ୍କି ଘଟଣା କୁ ଦେଶ ବ୍ୟାପି ନିନ୍ଦା କରାଯାଉଛି।ଏସବୁ ଆତଙ୍କ ବାଦୀ ଙ୍କୁ ପ୍ରତ୍ସାହନ ଦେଇ ଆସୁଅଛି ପାକିସ୍ତାନ।ଏଣୁ ପାକିସ୍ତାନ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଜି ରାୟଗଡ଼ା ଜିଲ୍ଲା କଲ୍ୟାଣିସିହପୁର ବ୍ଲକ ହିନ୍ଦୁ ଏକତା ମଞ୍ଚ ପକ୍ଷତାରୁ ରାଷ୍ଟ୍ରୀପତି ଙ୍କ ଉଧ୍ୟେସ୍ୟ ରେ କଲ୍ୟାଣ ସିଂହପୁର୍ IIC ଙ୍କ ଜରିଆରେ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। କଲ୍ୟାଣ ସିଂହପୁର୍ ରେ ବଙ୍ଗଳା ଦେଶୀ ମୁସଲମମ ଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ଅଞ୍ଚଳ କୁ ଫେରିଯିବା ପାଇଁ ଦାବି କରିଛନ୍ତି ହିନ୍ଧୁ ଏକତା ମଞ୍ଚ। କଲ୍ୟାଣସିଂହପୁର ଶିବ ମନ୍ଦିର ଛକରୁ ଏକ ବିରାଟ ରାଲି ବାହାରି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା ! ରାଳିର ନେତୃତ ନେଇ ଥିଲେ କଲ୍ୟାଣସିହପୁର ଦେବଗିରି କାନ୍ତି କାରି ଆଶ୍ରମ ର ବାବା କାନ୍ତି ଶରୁପା ନନ୍ଦ ଗିରି , ଏହି ରାଲିରେ ହିନ୍ଦୁ ମହାସଙ୍ଗ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶୁରିଓ ବଂଶି ଜେନ୍ ଙ୍କ ଶହ କଲ୍ୟାଣସିହପୁର ବିଜେପି ମଣ୍ଡଳ ସଭାପତି ଅଜିତ କୁମାର ପାଣିଗ୍ରାହୀ , ଅଶ୍ୱିନ କୁମାର ମହାପାତ୍ର, ସିବ ଆଚାରି, ଗୁଣ୍ଟୁ ମୁକାଲା କୀରେନ୍, ରାମାରାଓ , ମୋନଜ କୁମାର ସେଠି ,ସୁପ୍ରିତ ବଚ୍ଛା, ଜି ସାନ୍ଦିପ୍ , କୃଷ୍ଣ ସାମଲ, ରାହୁଲ ପଧାନ, ସୋନାଲ ତ୍ରିପାଠୀ ହନୁମାନ ଜଙ୍ଗସନ୍ କବ୍ଲ ର ସଭାପତି କଇଲାସ୍ ଆଚାରି , ପଙ୍କଜ ପାଡି, କିସର ବଲଭାଇ , କାମାକ୍ଷା ପାଡି, ଏବଂ କଲ୍ୟାଣସିହପୁର ବ୍ଲକ ର ଶହ ଶହ ହିନ୍ଦୁ ଭାଇ ସାମିଲ ହୋଇ ପାକିସ୍ତାନ ମୁରଦା୍ବାଦ୍ ନାରା ଦେଇଥିଲେ !
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।