ରାଉରକେଲା (ଆମ ଓଡ଼ିଶା ଖବର )ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ଶ୍ରଦ୍ଧା ଅନୁଷ୍ଠାନ , ସେକ୍ଟର 16 ର ଅନ୍ତେବାସୀଙ୍କ ସୁଖଦୁଖର ଖବର ନେବା ସହ ସମସ୍ତ ଅନ୍ତେବାସୀଙ୍କ ପାଇଁ ଜଳଖିଆ ବନ୍ଦୋବସ୍ତ କରାଯାଇଥିଲା । ସଂଗଠନ ର ସଭାପତି ବିଶ୍ବଜିତ ରାଉତ ଙ୍କ ତତ୍ତ୍ଵାବଧାନ ରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ବିଶ୍ବଜିତ ରାଉତ ଙ୍କ ସହ ଅନ୍ଯ ସଦସ୍ଯ ମାନେ
ଉପସ୍ଥିତ ଥିଲେ । ଗ୍ରେସି ଡେଭିଡ, ଇପ୍ସିତା ବିଶ୍ବାଳ , ପ୍ରିତି ମିଶ୍ରା , ଟୋନି ତ୍ରିପାଠୀ , ରାଜ୍ ନନ୍ଦିନୀ, ସିଭେନଦର ପାଣ୍ଡେ,
କାର୍ତ୍ତିକ ରାଉତ, ଲଲିତା ସମାଦ, ରିତା ସମାଦ, ଅଶୋକ ଦକ୍ଷିଣ ରାୟ ଆଦି ସମସ୍ତ ମେମ୍ବର ଅଂଶଗ୍ରହଣ କରିଥିଲେ
ଧନ୍ୟବାଦ ସମସ୍ତ ମେମ୍ବର ମାନଙ୍କୁ l
ରିପୋର୍ଟର : ବସନ୍ତ କୁମାର ଜେନା


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l