ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ରାଜ୍ୟ ବ୍ୟାପି କିଛି ଦିନ ହେବ ଲଗାଣ ବର୍ଷା ହେବା ଯୋଗୁଁ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ଦେଖିବକୁ ମିଳିଛି ।ସେହିଭଳି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ବାରଖମା ଅଞ୍ଚଳରେ ଲଗାଣ ବର୍ଷାରେ ପଖା ପାଖି ଏକ ଶହରୁ ଉର୍ଦ୍ଧ୍ବ ପରିବାର ପ୍ରଭାବିତ ହେଇଛନ୍ତି । ଏନେଇ ଉକ୍ତ ଗ୍ରାମର ଲୋକମାନେ ବାଲିଗୁଡ଼ା ତହସିଲଦାରଙ୍କୁ ଲିଖିତ ଅଭିଯୋଗ ପରେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା କହିଛନ୍ତି ଗ୍ରାମବାସୀ । ମିଳିନି ପଲତିନି ଅପେକ୍ଷା ରେ ଗ୍ରାମ ବାସୀ l


More Stories
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।
ବେଆଇନ ଜିଂଜର ଜବତ, ଜଣେ ଗିରଫ
ଗୌଡିୟ ବେଦାନ୍ତ ବିଦ୍ୟାଳୟ ଖେଳ ପଡିଆରେ ଏପିଏଲ ଉଦଘାଟିତ