ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା, ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ଦୁଇ ନମ୍ବର ୱାର୍ଡ ଡହଲପଡ଼ି ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବାଲିଗୁଡ଼ା ବନା ଅଞ୍ଚଳ ଅଧିକାରୀ ଶ୍ରୀ ଉଦିତ ନାରାୟଣ ପ୍ରଧାନ ପରିଚାଳନା କରିଥିଲେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଚକ୍ରମଣୀ କହଁର ସନ୍ନମାନିତ ଅଥିତି ସଂ ସଦ ପ୍ରତିନିଧି ଥତା ବାଲିଗୁଡ଼ା ବିଯୁଜନତା ଦଳ ସଭାପତି ଶ୍ରୀ ଟୁନା ଦାସ ବନଖଣ୍ଡ ଅଧିକାରୀ ଶ୍ରୀ ବିଶ୍ୱରାଜ ପଣ୍ଡା କନ୍ଧମାଳ ଜିଲ୍ଲା ପରିଷଦ ଅଦକ୍ଷା ସୁ ଶ୍ରୀ ନନ୍ଦିନୀ ମଲିକ SDPO ବାଲିଗୁଡ଼ା,

ବନବାସୀ ସେବା ସମିତି ସମ୍ପାଦକ ଶ୍ରୀ ରବିନ୍ଦ୍ର କୁମାର ପଣ୍ଡା ବିଶିଷ୍ଟ ଅଇନି ଯିବି କଶିକ ସାହୁ ବାଲିଗୁଡ଼ା ବ୍ଲକ ଅଧକ୍ଷା ଶ୍ରୀମତୀ ନିଶାବତି ମଲିକ ଯୋଗଦେଇ ବୃକ୍ଷ ରୋପଣ ଉପରେ ବସିଥିବା ଲୋକ ମାନଙ୍କୁ ଉତ୍ସାହ କରିଥିଲେ ଡହଲପଡ଼ି ଓ ଭଗାମୁଣ୍ଡା ଗ୍ରାମ ବାସୀ ମାନଙ୍କୁ ମଧ୍ୟ ଜଙ୍ଗଲ କୁ କିପରି ରକ୍ଷା କରାଯିବ ସେନେଇ ଶ୍ରୀ ଟୁନା ଦାସ କହି ଥିଲେ ବାଲିଗୁଡ଼ା ର ସମସ୍ତ ଜନ ସାଧାରଣ ମିଳିତ ହେଇ ବୃକ୍ଷ ରୋପଣ କରିଛନ୍ତି ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣୀ କହଁର ବାଲିଗୁଡ଼ା ସହର କୁ ସବୁଜ ସୁନ୍ଦର ଗଡ଼ି ଉଳିବା ଏବଂ ପ୍ରତ୍ୟକ ଘରେ ଗଛ ଲଗାଇବା ଏହା ଆମେ ସପଥ ନେବା ବନଭିବାଗ କର୍ମ ଚାରୀ ପ୍ରତ୍ୟକ ବିଟ ରେ ଥିବା ବନ କର୍ମଚାରୀ ବନମୋତ୍ସବ ପାଲନ କାର୍ଯ୍ୟ ରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଯୋଗଦେଇ ବୃକ୍ଷରପଣ ହୋଇଯାଇଛି। ଭଗାମୁଣ୍ଡା ପରିସର ରେ ବିଭିନ୍ନ ପ୍ରଜାତି ର ଚାରା ଲଗାଇ ଛନ୍ତି । ଏହି କାର୍ଯ୍ୟକ୍ରମ ବାଲିଗୁଡ଼ା ଗଣମାଧ୍ୟମ ପ୍ରତିନିଧି ମାନେମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ବୃକ୍ଷ ରୋପଣ କରିଛନ୍ତି ବନଖଣ୍ଡ ଅଧିକାରୀ ଶ୍ରୀ ବିଶ୍ୱରାଜ ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରି ଥିଲେ l



More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।