ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ବାଇପାସ୍ 16 ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକାରେ ଯୁବକ ଙ୍କ ମୃତ୍ୟୁ,ମୃତକ ହେଲେ ବାଲୁଗାଁ ଥାନା ଅନ୍ତର୍ଗତ କୁଲା କୁଣ୍ଢେଇ ନୂଆଗାଁ ର ପ୍ରସନ୍ନ ରାଉତ ଙ୍କ ପୁତ୍ର ତାରା ପ୍ରସାଦ ରାଉତ ବୟସ (30 ) ଖବର ପାଇଁ ପରିବାର ଲୋକେ ଓ ଗ୍ରାମର ଯୁବକ ଘଟଣା ସ୍ଥଳରେ ପହଞ୍ଚି ତାରା ପ୍ରସାଦ କୁ ସଙ୍ଗେ ସଙ୍ଗେ ବାଲୁଗାଁ ହସ୍ପିଟାଲ କୁ ଆଣିଥିଲେ ସେଠାରେ ଡାକ୍ତର ତାରା କୁ ମୃତ ଘୋଷଣା କରିଛନ୍ତି l
ଅଜଣା ଗାଡି ଧକାରେ ଯୁବକ ମୃତ l


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l