ବାଣପୁର (ଆମ ଓଡ଼ିଶା ଖବର) 3(୦)ଏନ୍.ସି.ସି .ଲେଫ୍ଟନାଣ୍ଟ୍ କର୍ଣ୍ଣଲ ଡ଼. ତାପସ ରଞ୍ଜନ ବିଶୋୟୀଙ୍କ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ, ଭୀମପୁର,ବାଣପୁରର N.C.C. troop ପରିଦର୍ଶନ। N.C.C cadet ମାନଙ୍କ ଶିକ୍ଷା କୌଶଳ ଉନ୍ନତ ମାନର ପ୍ରଦର୍ଶନକୁ ଦେଖି ଖୁସି ଅନୁଭବ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ଗଡ଼ନାୟକ ଓ ବରିଷ୍ଠ ଶିକ୍ଷକ ଶଙ୍କର ନାୟକ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରି ଥିଲେ ଏବଂ ଗୃପ୍ ର care taker officer ବନ୍ଦନା ପ୍ରଧାନ ଓ NCC cadets ଙ୍କ ଦ୍ୱାରା commanding officer ଙ୍କୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା। ଲେଫ୍ଟନାଣ୍ଟ ବିଷୋୟୀ ଛାତ୍ରଛାତ୍ରୀମାନଙ୍କୁ NCC ର ଲକ୍ଷ୍ୟ ,ଉଦ୍ଦେଶ୍ୟ ଏବଂ ସମାଜ ଗଠନରେ ଏହାର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ। ନାଏବ ସୁବେଦାର ବିଚିତ୍ର କୁମାର ପଣ୍ଡା ଶିକ୍ଷାର୍ଥୀ ମାନଙ୍କ ନିକଟରେ ସୁବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
More Stories
ମା’ ଭଗବତୀ ଙ୍କ ମନ୍ଦିର ସେବାୟତ ଓକିଲଙ୍କୁ ଦକ୍ଷିଣା ମାଙ୍ଗୀ ଗଲେ ଘଣ୍ଟିସାଳ ଜେଲ l
ଫଳକ ଭାଙ୍ଗିଲେ ଦୁର୍ବୃତ୍ତ,ଥାନାରେ ପହଞ୍ଚିଲା ମାମଲା କେବେ ବନ୍ଧାହେବେ ଫଳକ ଭଙ୍ଗା ଦୁର୍ବୁତ୍ତ l
ନୂତନ ଓଡ଼ିଶା ଉନ୍ନତ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ l