ଖୋର୍ଦ୍ଧା ଜିଲ୍ଲା ବାଣପୁର ଦେଉଗାଁ ପଂଚାୟତରେ ସରକାରଙ୍କ ନିର୍ଦେଶ ମୁତାବକ ଗତ ମାସ ଅପ୍ରେଲ ମେ ଜୁନ ମାସର .ରାସନ କାର୍ଡ ହିତାଧିକାରୀ ଚାଉଳ ପାଇବା କଥା କିନ୍ତୁ ପଂଚାୟତର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଚଞ୍ଚକତା କରି ହିତାଧିକାରୀ ଙ୍କଠୁ ଫିଙ୍ଗରପ୍ରିଣ୍ଟ ନେଇ ଦୁଇମାସର ରାସନ ଦେଇ ଆଉ ଗୋଟେ ମାସର ରାସନ କଳାବଜାରୀ ହୋଇଥିବାର ବାଣପୁର ବିଡ଼ିଓ ଙ୍କ ପାଖରେ ପହଞ୍ଚି ପଚାଶ ରୁ ଅଧିକ ମହିଳା ଅଭିଯୋଗ ଆଣିଛନ୍ତି ଜଦି କଳାବଜାରୀ ମାନଙ୍କୁ ଉଚିତ ଦଣ୍ଡ ଦିଆନଯାଏ ତେବେ ଏକସପ୍ତାହ ଭିତରେ ବିଡ଼ିଓଙ୍କ ଅଫିସ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ହିତାଧିକାରୀ



More Stories
ଆଇଆଇଟି ଭୁବନେଶ୍ୱରରେ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟୀକରଣ ଏବଂ ଷ୍ଟାର୍ଟ-ଅପ ବିକାଶ ଉପରେ ଅଧିବେଶନ l
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।